Public App Logo
Jansamasya
Viralreels
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur

ପରଜଙ୍ଗ: ସିଆରିମାଳିଆ ଗାଁରେ ନଳକୂପ ଅଚଳ ମରାମତି ପାଇଁ ଦାବୀ

Parajang, Dhenkanal | Dec 22, 2025
ସିଆରିମାଳିଆ ଗାଁରେ ନଳକୂପ ଅଚଳ ମରାମତି ପାଇଁ ଦାବୀ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ସିଆରିମାଲିଆ ଗାଁରେ ୧୦ଦିନ ହେବ ନଳକୂପ ଅଚଳ ହୋଇ ପଡ଼ିଛି । ଗାଁରେ ପ୍ରାୟ ୧୫୦ ପରିବାର ପିଇବା ପାଣି ଡହଳ ବିକଳ ହେଉଛନ୍ତି। ଯଥା ଶୀଘ୍ର ସମସ୍ୟାର ସମାଧାନ କରିବାକୁ ସୋମବାର ଅପରାହ୍ନ ଚାରିଟା ପ୍ରଶାସନକୁ ଦାବୀ କରିଛନ୍ତି ଗ୍ରାମବାସୀ ।

MORE NEWS

ପରଜଙ୍ଗ: ସିଆରିମାଳିଆ ଗାଁରେ ନଳକୂପ ଅଚଳ ମରାମତି ପାଇଁ ଦାବୀ - Parajang News