Public App Logo
Profile Picture

ଭୁବନେଶ୍ୱର ଖବର

@khabarbhubaneswar
14349Followers
0Following
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଏସଆଇ ନିଯୁକ୍ତି କେଳେଙ୍କାରୀ ନେଇ ଆନ୍ଦୋଳନ ଡାକରା ଦେଲା ବିଜେଡି;ଏନେଇ6ନଂ ସ୍ଥିତ ଶଙ୍ଖ ଭବନରେ ବିଜେଡି ନେତ୍ରୀ ଇପ୍ସିତା ସାହୁଙ୍କ ପ୍ରେସମିଟ
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଭୁବନେଶ୍ୱର ସ୍ଥିତ ଓୟୁଟିଆର ର ଚତୁର୍ଥ ପ୍ରତିଷ୍ଠା ଦିବସରେ ଯୋଗ ଦେଲେ ରାଜ୍ୟପାଳ
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବରଖୋଲାରୁ ବେଆଇନ ଦେଶୀମଦ ପ୍ରସ୍ତୁତି କରିବା ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ ଗିରଫ କଲା ଚନ୍ଦକା ଥାନା ପୁଲିସ
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ପଟିଆ ଖେଳ ପଡିଆ ନିକଟରେ ଅତର୍କିତ ଚଢ଼ଉ କରିବା ସହ ବେଆଇନ ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ନନ୍ଦନବିହାର ଅଞ୍ଚଳରେ ଥିବା ଏକ ମନ୍ଦିରର ଦାନ ବାକ୍ସ ଭାଙ୍ଗି ଟଙ୍କା ଚୋରୀ କରିଥିବା ଅଭିଯୁକ୍ତକୁ କାବୁ କରି ପୋଲିସ ଜିମା ଦେଲେ ପୂଜକ
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବର୍ଷା ନେଇ ଜାରି ହେଲା ସତର୍କ;ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ରରେ ବୈଜ୍ଞାନିକ ସଂଜୀବ ଦିୱେଦି ରଖିଲେ ପ୍ରତିକ୍ରିୟା
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଏସଆଇ ପରୀକ୍ଷା କେଳେଙ୍କାରୀ ପ୍ରସଙ୍ଗରେ କଂଗ୍ରେସ ଭବନରେ ପ୍ରତିକ୍ରିୟା ରଖିଲେ କଂଗ୍ରେସ ମୁଖପାତ୍ର ନିହାର ରଞ୍ଜନ ବେହେରା
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଭୁବନେଶ୍ୱର ସ୍ଥିତ କ୍ରୁଟ ମୁଖ୍ୟ କାର୍ଯ୍ୟାଳୟ ଏବଂ ଗାଡ଼କଣ ବସ୍ ଡିପୋ ପରିଦର୍ଶନ କରି କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟ ସଚିବ ମନୋଜ ଆହୁଜା
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଭରତପୁର ଖଣ୍ଡୁଆଳ ବସ୍ତିରୁ 7000 ଲିଟର ଚୋରା ଦେଶୀ ମଦ ସହ ସହ 4 ଜଣ ଅଭିଯୁକ୍ତ ଙ୍କୁ ଗିରଫ କଲା ଅବକାରୀ ପୋଲିସ
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ଘଟଣାରେ ଭୁବନେଶ୍ୱର 6ନଂ ସ୍ଥିତ ଶଙ୍ଖ ଭବନରେ ବିଜେଡି ମୁଖପାତ୍ର ଭୃଗୁ ବକ୍ସିପାତ୍ରଙ୍କ ପ୍ରେସମିଟ
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱର ପାଣିପାଗ ଅଫିସରେ ପ୍ରତିକ୍ରିୟା ରଖିଲେ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: କଂଗ୍ରେସ ପକ୍ଷରୁ ଭୁବନେଶ୍ୱରରେ ୯ ତାରିଖ ହେବ ପ୍ରତାରଣ ପ୍ରତିବାଦ;ଏନେଇ କଂଗ୍ରେସ ଭବନରେ ସୂଚନା ଦେଲେ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବନେଶ୍ୱର ଆଇ. ଜି ପାର୍କରେ ଥିବା ଦୁଇଟି ଓ୍ୱାଟର ଫାଉଣ୍ଟେନରେ ମଶା ଲାର୍ଭା ଖାଇଯାଉଥିବା ଗମ୍ବୁସିଆ ମାଛ ଛାଡ଼ିଲା ବିଏମସି
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: କଟକ ଗଣ୍ଡଗୋଳକୁ ନେଇ ଭୁବନେଶ୍ୱର ସରକାରୀ ବାସ ଭବନରେ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ପୋଲିସ ଏସ୍ଆଇ ଜାଲିଆତି ନେଇ ଗାନ୍ଧୀ ମାର୍ଗରେ ପ୍ରତିକ୍ରିୟା ରଖିଲେ ବିଜେଡି ଛାତ୍ର ସଭାନେତ୍ରୀ ଶ୍ରୀମତୀ ଇପ୍ସିତା ସାହୁ
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ନୂତନ ଶ୍ରମ ଆଇନକୁ ବିରୋଧ କରି ଭୁବନେଶ୍ୱର ଶ୍ରମଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କଲା କେନ୍ଦ୍ରୀୟ ଶ୍ରମିକ ସଂଗଠନ
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଜୟଦେବ ଭବନରେ ନିଜ ପ୍ରତିକ୍ରିୟାରେ କଟକ ଅଘଟଣକୁ ଦୁର୍ଭାଗ୍ୟଜନକ କହିଲେ ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଏସଆଇ ପରୀକ୍ଷା କେଳେଙ୍କାରୀ ପ୍ରସଙ୍ଗରେ ଲୋହିଆ ଏକାଡେମିରେ ପ୍ରତିକ୍ରିୟା ରଖିଲେ କ୍ରାନ୍ତି ସେନାର ଆବାହକ ପାର୍ଥ ସାରଥୀ ମୁଦୁଲି
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଜୟଦେବଭବନ ଠାରେ ଆୟୋଜିତ ପ୍ରାଣନାଥ ପଟ୍ଟନାୟକଙ୍କ ସ୍ମୃତିସଭାରେ ଯୋଗ ଦେଲେ ରାଜ୍ୟପାଳ ହରିବାବୁ କମ୍ଭମପତି ଓ ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଶାନ୍ତି,ଶୃଙ୍ଖଳା ରକ୍ଷା କରିବାକୁ ନୟାପଲ୍ଲୀ ଠାରେ ନିଜ ପ୍ରତିକ୍ରିୟାରେ ଅପିଲ କଲେ ପିସିସି ସଭାପତି ଭକ୍ତ ଚରଣ ଦାସ
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଏସଆଇ ନିଯୁକ୍ତି ଜାଲିଆତି ମାମଲା;ଭୁବନେଶ୍ୱର 6ନଂ ଶଙ୍ଖ ଭବନ ଠାରେ ପୂର୍ବତନ ମନ୍ତ୍ରୀ ପ୍ରୀତିରଂଜନ ଘଡ଼େଇଙ୍କ ସାମ୍ବାଦିକ ସମ୍ମିଳନୀ
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ରେଡକ୍ରସ୍ ଭବନରେ ବିଶ୍ୱ ଶିକ୍ଷକ ଦିବସ ପାଳନ ଅବସରରେ ଯୋଗ ଦେଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: କଟକରେ ଦେଖାଯାଇଥିବା ଗୋଷ୍ଠୀ ବିବାଦ ନେଇ 6ନଂ ରେ ପ୍ରତିକ୍ରିୟା ରଖିଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଏସଆଇ ନିଯୁକ୍ତି ମହାଘୋଟଲା ନେଇ ଜୟଦେବ ଭବନରେ ପ୍ରତିକ୍ରିୟା ରଖିଲେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଲିଙ୍ଗିପୁର ଟ୍ରାଫିକ୍ ଛକରେ ଦୁର୍ଘଟଣା, ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ