Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ରେଡକ୍ରସ୍ ଭବନରେ ବିଶ୍ୱ ଶିକ୍ଷକ ଦିବସ ପାଳନ ଅବସରରେ ଯୋଗ ଦେଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ

ରବିବାର ଭୁବନେଶ୍ୱର ରେଡକ୍ରସ୍ ଭବନରେ ଓଡ଼ିଶା ଅବସରପ୍ରାପ୍ତ ଶିକ୍ଷକ ସଂଘ ଦ୍ୱାରା ଆୟୋଜିତ ବିଶ୍ୱ ଶିକ୍ଷକ ଦିବସ ପାଳନରେ ଯୋଗ ଦେଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ | ଯୋଗ ଦେଇ ମେୟର କହିଛନ୍ତି ଏଇ ଭଳି କାର୍ଯ୍ୟକ୍ରମ ରେ ଯୋଗ ଦେଇ ମୁଁ ଅତ୍ୟନ୍ତ ଆନନ୍ଦିତ ହେଲି। ଅଗଣିତ ଭବିଷ୍ୟତ ଗଠନ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ଆମର ସମ୍ମାନଜନକ ଶିକ୍ଷକମାନଙ୍କ ସହିତ ଆଲୋଚନା କରିବା ପ୍ରକୃତରେ ମୋ ପାଇଁ ହୃଦୟସ୍ପର୍ଶୀ ଥିଲା।