Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଏସଆଇ ପରୀକ୍ଷା କେଳେଙ୍କାରୀ ପ୍ରସଙ୍ଗରେ କଂଗ୍ରେସ ଭବନରେ ପ୍ରତିକ୍ରିୟା ରଖିଲେ କଂଗ୍ରେସ ମୁଖପାତ୍ର ନିହାର ରଞ୍ଜନ ବେହେରା

ଏସଆଇ ନିଯୁକ୍ତି କେଳେଙ୍କାରୀ ପ୍ରସଙ୍ଗ । ବିରୋଧୀଙ୍କୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି,ଏଇଟା ଗୋଟେ କ୍ରନିକ ଡିଜିଜ ହୋଇଯାଇଛି । ଭଲକରିବାକୁ ଅପରେସନ ଦରକାର, ମଲମ ମାରିଲେ ହେବନି । ଏହାକୁ ଟାର୍ଗେଟ କରି କଂଗ୍ରେସ ମୁଖପାତ୍ର ନିହାର ରଞ୍ଜନ ବେହେରା କହିଛନ୍ତି ଏ ସରକାର ଜାଣି ଜାଣି ତ୍ରୁଟି କରୁଛି |
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଏସଆଇ ପରୀକ୍ଷା କେଳେଙ୍କାରୀ ପ୍ରସଙ୍ଗରେ କଂଗ୍ରେସ ଭବନରେ ପ୍ରତିକ୍ରିୟା ରଖିଲେ କଂଗ୍ରେସ ମୁଖପାତ୍ର ନିହାର ରଞ୍ଜନ ବେହେରା - Bhubaneswar M Corp News