Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ନନ୍ଦନବିହାର ଅଞ୍ଚଳରେ ଥିବା ଏକ ମନ୍ଦିରର ଦାନ ବାକ୍ସ ଭାଙ୍ଗି ଟଙ୍କା ଚୋରୀ କରିଥିବା ଅଭିଯୁକ୍ତକୁ କାବୁ କରି ପୋଲିସ ଜିମା ଦେଲେ ପୂଜକ

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ନନ୍ଦନବିହାର ଅଞ୍ଚଳରେ ରୁହନ୍ତି । ଅଭିଯୁକ୍ତ ମଳୟ ନନ୍ଦନବିହାର ଅଞ୍ଚଳରେ ଥିବା ଏକ ମନ୍ଦିରର ଦାନ ବାକ୍ସ ଭାଙ୍ଗି ଟଙ୍କା ଚୋରୀ କରୁଥିବା ବେଳେ, ମନ୍ଦିରର ପୂଜକଙ୍କ ହାତରେ ଧରାପଡ଼ିଯାଇଥିଲେ । ପରେ ସେ ପିସିଆର ଡାକି ଅଭିଯୁକ୍ତଙ୍କୁ ପୁଲିସ ଜିମା ଦେଇଥିବା ବେଳେ, ଘଟଣା ସମ୍ପର୍କରେ ଅଭିଯୋଗକାରୀଙ୍କୁ ଜଣାଇଥିଲେ । ପରେ ଅଭିଯୋଗକାରୀ ଏନେଇ ଥାନାରେ ଅଭିଯୋଗ କରିଥିଲେ ।  ପୁଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି ତାଙ୍କ ହେପାଜତରୁ ମୋଟ୍ ୨୩,୩୭୦ ଟଙ୍କା ଜବତ କରିଥିଲେ । ପଚରାଉଚରା ସମୟରେ, ଅଭିଯୁକ୍ତ ଜଣକ ଦୋଷ ସ୍ଵୀକାର କରିଥିଲେ ।
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ନନ୍ଦନବିହାର ଅଞ୍ଚଳରେ ଥିବା ଏକ ମନ୍ଦିରର ଦାନ ବାକ୍ସ ଭାଙ୍ଗି ଟଙ୍କା ଚୋରୀ କରିଥିବା ଅଭିଯୁକ୍ତକୁ କାବୁ କରି ପୋଲିସ ଜିମା ଦେଲେ ପୂଜକ - Bhubaneswar M Corp News