Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଲିଙ୍ଗିପୁର ଟ୍ରାଫିକ୍ ଛକରେ ଦୁର୍ଘଟଣା, ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ

ଲିଙ୍ଗିପୁର ଟ୍ରାଫିକ୍ ଛକରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା, ଦୁର୍ଘଟଣା ରେ ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ | ତେବେ କେଉଁ ଭଳି ଭାବରେ ଦୁର୍ଘଟଣା ହେଲା ତାହା ସ୍ପଷ୍ଟ ହୋଇ ପାରିନି | ପୋଲିସ ଘଟଣା ସ୍ଥଳ ରେ ପହଂଚି ଶବ ଜବତ କରିଛି | କ୍ୟାପିଟାଲ ହସ୍ପିଟାଲ ଶବ ସଂରକ୍ଷଣ ଗୃହ ରେ ଶବ ରହିଥିବା ବେଳେ ରବିବାର ପରିବାର ଲୋକ ଙ୍କ ଉପସ୍ଥିତି ରେ ଶବ ବ୍ୟବଛେଦ କରାଯିବା ନେଇ ସୂଚନା | ଏପଟେ କେଉଁ ଗାଡି ମହିଳା ଙ୍କୁ ବାଡେଇ ଫେରାର ହୋଇଛି ସେନେଇ ତଦନ୍ତ କରୁଛି ପୋଲିସ |