Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଭରତପୁର ଖଣ୍ଡୁଆଳ ବସ୍ତିରୁ 7000 ଲିଟର ଚୋରା ଦେଶୀ ମଦ ସହ ସହ 4 ଜଣ ଅଭିଯୁକ୍ତ ଙ୍କୁ ଗିରଫ କଲା ଅବକାରୀ ପୋଲିସ

ଭରତପୁର ଖଣ୍ଡୁଆଳ ବସ୍ତିରୁ 7000 ଲିଟର ଚୋରା ଦେଶୀ ମଦ ସହ ସହ 4 ଜଣ ଅଭିଯୁକ୍ତ ଙ୍କୁ ଗିରଫ କଲା ଅବକାରୀ ବିଭାଗ  | ଏବଂ ଅଭିଯୁକ୍ତଙ୍କ ନିକଟରୁ 2 ଟି ଦୁଇ ଚକିଆ ଜାନ ମଧ୍ୟ ଜବତ ହୋଇଛି | ସୂଚନା ଅନୁସାରେ ଅବକାରୀ ଥାନାର ସବ ଇନ୍ସପେକ୍ଟର ଦିନବନ୍ଧୁ ସିରାଙ୍କ ଦ୍ୱାରା ଏହି ମାମଲା ଚିହ୍ନଟ କରାଯାଇଛି। ୭୦୦୦ ଲିଟର ଆଇଡି ମଦ ଏବଂ ୨ଟି ଦୁଇ ଚକିଆ ଯାନ ଜବତ କରାଯାଇଛି। ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। 4ଅଭିଯୁକ୍ତ ଙ୍କ ନାଁ ହେଲା ବିଦ୍ୟାଧର ସାହୁ, ଦୀପକ ରାଉତ, ପିଣ୍ଟୁ ଜେନା ଓ ବୁଦ୍ଧିମନ୍ତ ଡାକୁଆ |