Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବନେଶ୍ୱର ଆଇ. ଜି ପାର୍କରେ ଥିବା ଦୁଇଟି ଓ୍ୱାଟର ଫାଉଣ୍ଟେନରେ ମଶା ଲାର୍ଭା ଖାଇଯାଉଥିବା ଗମ୍ବୁସିଆ ମାଛ ଛାଡ଼ିଲା ବିଏମସି

ଭୁବନେଶ୍ୱର ଆଇ. ଜି ପାର୍କରେ ଥିବା ଦୁଇଟି ଓ୍ୱାଟର ଫାଉଣ୍ଟେନରେ ଛଡାଗଲା ମଶା ଲାର୍ଭା ଖାଇଯାଉଥିବା ଗମ୍ବୁସିଆ ମାଛ । ଡେଙ୍ଗୁ ତଥା ଅନ୍ୟାନ୍ୟ ମଶା ବାହିତ ରୋଗ ନିୟନ୍ତ୍ରଣ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜାରି ରହିଛି ପ୍ରୟାସ । ଏଥିପାଇଁ ବିଭିନ୍ନ ସ୍ଥାନରେ ମଶା ତେଲ ସିଚନ, ଅନାବନା ଘାସ କାଟିବା, ପାଣି ଜମିରହୁଥିବା ପାତ୍ର, ଟାୟାର, ପଇଡ ଖୋଳ ଆଦି ଉତ୍ସକୁ ନଷ୍ଟ କରିବା, ମଶା ଧୂଆଁ ଦେବା ଆଦି କାର୍ଯ୍ୟ ବିଏମ୍ ସି ପକ୍ଷରୁ ଜାରି ରହିଛି