Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଏସଆଇ ନିଯୁକ୍ତି ମହାଘୋଟଲା ନେଇ ଜୟଦେବ ଭବନରେ ପ୍ରତିକ୍ରିୟା ରଖିଲେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ

ପୁଲିସ ଏସଆଇ ନିଯୁକ୍ତି ମହାଘୋଟଲା ନେଇ ବିଜେପି ବିଧାୟକ ବାବୁ ସିଂ ରବିବାର ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଶଙ୍କର ପୃଷ୍ଟି ହେଉ କି ସୁବ୍ରତ ଛାଟୋଇ କାହାକୁ ଛଡ଼ାଯିବନି । ଯେଉଁଠି ଚାଦର ଘୋଡ଼ାଇ ହୋଇ ଲୁଚିଲେ ବି କାହାକୁ ଛଡ଼ାଯିବନି ବୋଲି ବିଧାୟକ କହିଛନ୍ତି । ଏହାଛଡ଼ା ଶଙ୍କର ପୃଷ୍ଟିଙ୍କ ବ୍ରହ୍ମପୁର ଅଫିସ ବିଜେଡି ନେତାଙ୍କ ଘର ନୁହେଁ ତ ବୋଲି ବିଧାୟକ ପ୍ରଶ୍ନ କରିଛନ୍ତି ।
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଏସଆଇ ନିଯୁକ୍ତି ମହାଘୋଟଲା ନେଇ ଜୟଦେବ ଭବନରେ ପ୍ରତିକ୍ରିୟା ରଖିଲେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ - Bhubaneswar M Corp News