Public App Logo
Profile Picture

𝗕𝗜𝗞𝗥𝗔𝗠 𝗦𝗔𝗛𝗨

@mytime
8049Followers
101Following
ହିନ୍ଦୋଳ: ହିନ୍ଦୋଳ ପଞ୍ଚାୟତ ସମିତି ଠାରେ ଷଷ୍ଠ ଅଧିବେଶନ ଆଜି ଅନୁଷ୍ଠାନ. ସାଂସଦ ବିଧାୟିକାଙ୍କ ଯୋଗଦାନ.
ହିନ୍ଦୋଳ: ହିନ୍ଦୋଳ ପାଇକପୁରୁଣାକୋଟ ପ୍ରାଥମିକ ସ୍କୁଲରେ ଅତିରିକ୍ତ ଶ୍ରେଣୀ ଗୃହ ଉଦଘାଟନ ଉତ୍ସବରେ ଯୋଗଦେଲେ ସାଂସଦ ଏବଂ ବିଧାୟିକା.
ହିନ୍ଦୋଳ: ଛୁଆକୁ ମାଡ଼ମାରି ଘରୁ ତଦା ଖାଇଲେ ବରିଷ୍ଠ ନାଗରିକ. ନାଉକିଆରୀ ଗାଁରୁ ବୃଦ୍ଧ ହେଲେ ଉଦ୍ଧାର<nis:link nis:type=tag nis:id=jansamsya nis:value=jansamsya nis:enabled=true nis:link/>
ହିନ୍ଦୋଳ: ଵଦାଳୁ ହନୁମାନ ମନ୍ଦିର ନିକଟରୁ ବିହାରୀ ଯୁବକଙ୍କ ଠାରୁ ବାଇକ ସହ ପେଟି ପେଟି ବିଦେଶୀ ମଦ ଜବତ କଲା ରାସୋଳ ପୋଲିସ.
ହିନ୍ଦୋଳ: ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ ଚଢ଼ାଉ, ଚାରି ବ୍ୟବସାୟୀ ଗିରଫ ସହ କୋର୍ଟ ଚାଲାଣ
ହିନ୍ଦୋଳ: ବାଙ୍କଟିଆ ସ୍ଥିତ ଗଣେଶ୍ୱର କ୍ଲବ ପକ୍ଷରୁ12 ପଂଚାୟତରେ ପ୍ରାଥମିକ ସ୍କୁଲରେ ଦୁର୍ବଳ ଛାତ୍ରଛାତ୍ରୀ ପାଠ ପଢାଇବାକୁ ବିଦ୍ୟାସାଥୀଙ୍କୁ ତାଲିମ.
ହିନ୍ଦୋଳ: ଜିଲ୍ଲା ଶିକ୍ଷା ବିଭାଗ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାରେ ମାଟ୍ରିକ A1 ପାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଜିଲ୍ଲାପାଳ କଲେ ସମ୍ବର୍ଦ୍ଧିତ.
ହିନ୍ଦୋଳ: ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ଚଢ଼ାଓ. ୩ ମଦ ବ୍ୟବସୟୀ ଗିରଫ ସହ କୋର୍ଟ ଚାଲାଣ.
ହିନ୍ଦୋଳ: ଢେଙ୍କାନାଳ ଠାରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସ ଜାତି ଜନ ଗଣନାକୁ ପ୍ରତିବାଦ କରି ରଖିଲେ ପ୍ରତିକ୍ରିୟା
ହିନ୍ଦୋଳ: ଜିଲ୍ଲାର ହିନ୍ଦୋଳ ସହ ବିଭିନ୍ନ ଅଂଚଳରେ ବ୍ୟାପକ ଦେଶୀ,ବିଦେଶୀ ମଦ ଚଢ଼ାଓ. 10 ମଦ ବ୍ୟବସାୟୀ ଗିରଫ. ମଦ ଜବତ.
ହିନ୍ଦୋଳ: ବାର୍ଷୀଙ୍ଗା ଗାଁରେ ହାତୀ ଆକ୍ରମନରେ ଜଣେ ଗୁରୁତର. ମେଡିକାଲ ରେ ଭର୍ତି.
ହିନ୍ଦୋଳ: ପୂର୍ବତନ ସାଂସଦ ମହେଶ ହେଲେ ବିଜେଡି ଏସ ସି ସେଲ ଅବାହକ ଓ ପୂର୍ବତନ ବିଧାୟକ ସୁଧୀର ସାମଲ ହେଲେ ସାଧାରଣ ସମ୍ପାଦକ
ହିନ୍ଦୋଳ: ଏନ ଏ ସି 12/13ନମ୍ବର ୱାର୍ଡର ଭୂମିହୀନ ବାସିନ୍ଦା ଜମି ଦାଖଲ ପାଇଁ ଉପଜିଲ୍ଲାପାଳ ଙ୍କୁ ଫେରାଦ.
ହିନ୍ଦୋଳ: ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅବକାରୀ ଚଢ଼ାଓ. ସ୍କୁଟି ସହ ଦୁଇ ବ୍ୟବସାୟୀ ଗିରଫ ସହ କୋର୍ଟ ଚାଲାଣ.
ହିନ୍ଦୋଳ: ପାଟଲା ଠାରେ ରାଷ୍ଟ୍ରୟ ସ୍ୱୟଂ ସେବକ ସଙ୍ଘ ପ୍ରଶିକ୍ଷଣ ଶିବିରରେ ଯୋଗଦେଲେ ସାଂସଦ.
ହିନ୍ଦୋଳ: ଜିଲ୍ଲାର ବିଭିନ୍ନ ଅଂଚଳରେ ଅବକାରୀ ଚଢ଼ାଓ. 3ଜଣ ଗିରଫ ସହ କୋର୍ଟ ଚାଲାଣ.
ହିନ୍ଦୋଳ: ହିନ୍ଦୋଳ ନିର୍ବାଚନମଣ୍ଡଳୀ ସଦାଶିବପୁର ପଞ୍ଚୟତ ସରପଞ୍ଚ ଓ ଜନ ପ୍ରତିନିଧି ଜିଲ୍ଲାପାଳ ସାକ୍ଷତରୁ ବଂଚିତ.
ହିନ୍ଦୋଳ: ହିନ୍ଦୋଳ କୁରୁମିଠା ପଲ୍ଲୀବିକାଶ ହାଇସ୍କୁଲ ଛାତ୍ର ଜିଲ୍ଲାରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଗୌରବ ଆଣିଛନ୍ତି.
ହିନ୍ଦୋଳ: ହିନ୍ଦୋଳ ଚିଆଁ ଶାଳବଣିରେ ଆଜି ଛୁଆ ହାତୀ କାଦୁଅରେ ଫସିଯିବା ପରେ ଦଳ ହାତୀ ଉଦ୍ଧାର କରି ଦଳକୁ ନେଲେ.
ହିନ୍ଦୋଳ: କାଣ୍ଡବିନ୍ଧା ଠାରେ ଗ୍ରୀଷ୍ମ କାଳିନ ଖୋ ଖୋ ପ୍ରତିଯୋଗୀତା ଶିବିର ଅନୁଷ୍ଠିତ.
ହିନ୍ଦୋଳ: ନାଉକିଆରୀ ଠାରେ ଓଲଟିଲା ପିଆଜ ବୋଝେଇ ମିନିଟ୍ରକ.
ହିନ୍ଦୋଳ: ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ଚଢ଼ାଉ, ଜଣେ ଗିରଫ
ହିନ୍ଦୋଳ: ନାଉକିଆରୀ ଗାଁରେ ବ୍ୟାପୁଛି କୀଡୀନି ରୋଗୀଙ୍କ ସଂଖ୍ୟା. ପ୍ରଶାସନ ବେଫିକ. ଗାଁରେ ଦୂଷିତ ପାଣିପିଇ ଆକ୍ରାନ୍ତ<nis:link nis:type=tag nis:id=jansamasya nis:value=jansamasya nis:enabled=true nis:link/>
ହିନ୍ଦୋଳ: ଝାଡ଼ବନ୍ଧ ଗାଁରେ ଗୋଟିକିଆ ଦନ୍ତାହାତୀ ଲୋକଙ୍କ ସାମ୍ନାରେ ଭାଙ୍ଗୁଛି ଘର.
ହିନ୍ଦୋଳ: ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ଚଢ଼ାଉ, ମଦ ଓ ବାଇକ ଜବତ ସହ ୫ ଜଣ ମଦ ବ୍ୟବସାୟୀ ଗିରଫ