ହିନ୍ଦୋଳ: ହିନ୍ଦୋଳ ନିର୍ବାଚନମଣ୍ଡଳୀ ସଦାଶିବପୁର ପଞ୍ଚୟତ ସରପଞ୍ଚ ଓ ଜନ ପ୍ରତିନିଧି ଜିଲ୍ଲାପାଳ ସାକ୍ଷତରୁ ବଂଚିତ.
ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଓଦାପଡା ବ୍ଲକ ସଦାଶିବପୁର ପଞ୍ଚାୟତ ରେ ପିଇବାପାଣି ଉତ୍କଟ ପରେ ଲୋକେ ସରପଞ୍ଚଙ୍କୁ ତାଲା ପକାଇବା ପରେ ଆଜି ଜିଲ୍ଲାପାଳଙ୍କୁ ଭେଟିବାକୁ ଯାଇ ସାକ୍ଷତରୁ ବଂଚିତ. ସରପଞ୍ଚଙ୍କ ସହ ଜନ ପ୍ରତିନିଧି ଏବେ ନାଚାର. ସେପଟେ ଉତ୍କଟ ପାଣି ସମସ୍ୟାର ହୋଇପାରିଲାନି ସମାଧାନ.