ହିନ୍ଦୋଳ: ଛୁଆକୁ ମାଡ଼ମାରି ଘରୁ ତଦା ଖାଇଲେ ବରିଷ୍ଠ ନାଗରିକ. ନାଉକିଆରୀ ଗାଁରୁ ବୃଦ୍ଧ ହେଲେ ଉଦ୍ଧାର<nis:link nis:type=tag nis:id=jansamsya nis:value=jansamsya nis:enabled=true nis:link/>
ହିନ୍ଦୋଳ ରାସୋଳ ଥାନା ନାଉକିଆରୀ ଗାଁରେ ଦୁଇ ଦିନ ହେଲା ପଡ଼ିଥିବା ଅଲୋଡ଼ା ବୃଦ୍ଧକୁ ଗାଁ ଲୋକ କଲେ ଉଦ୍ଧାର. ଘରେ ଛୁଆକୁ ମାଡ ମାରିବା ପରେ ଘର ଲୋକ ଘରୁ ତଡିଦେଲେ. ଗାଁ ଭଦ୍ରଲୋକ ସହାୟତା ରେ ସ୍ୱଧାର ଗୃହ ଯିବାକୁ ନେଲେ ଚରମ ନିଷ୍ପତ୍ତି.