ହିନ୍ଦୋଳ: ଜିଲ୍ଲାର ହିନ୍ଦୋଳ ସହ ବିଭିନ୍ନ ଅଂଚଳରେ ବ୍ୟାପକ ଦେଶୀ,ବିଦେଶୀ ମଦ ଚଢ଼ାଓ. 10 ମଦ ବ୍ୟବସାୟୀ ଗିରଫ. ମଦ ଜବତ.
ଜିଲ୍ଲାର ହିନ୍ଦୋଳ ସମେତ ବିଭିନ୍ନ ଅଂଚଳରେ ବ୍ୟାପକ ଦେଶୀ ଏବଂ ବିଦେଶୀ ମଦ ଚଢ଼ାଓ ଅଭିଯାନ. 10 ଚୋରା ମଦ ବ୍ୟବସୟୀ ଗିରଫ ସହ ବହୁ ପରିମାଣର ମଦ ଜବତ.ଆଜି ହେବେ କୋର୍ଟ ଚାଲାଣ ନେଇ ସୂଚନା.