ହିନ୍ଦୋଳ: ଏନ ଏ ସି 12/13ନମ୍ବର ୱାର୍ଡର ଭୂମିହୀନ ବାସିନ୍ଦା ଜମି ଦାଖଲ ପାଇଁ ଉପଜିଲ୍ଲାପାଳ ଙ୍କୁ ଫେରାଦ.
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସିର 12ଏବଂ 13ନମ୍ବର ୱାର୍ଡର ଭୂମିହୀନ ବାସିନ୍ଦା ଜମି ପଟା ପାଇଥିଲେ. ହେଲେ ଦଖଲ ନପାଇ ଏବେ ଆବାସ ଯୋଜନାରୁ ବଂଚିତ ହେବା ପରେ ସ୍ଥାନୀୟ ଉପଜିଲ୍ଲାପାଳ ଙ୍କୁ ଆଜି ଫେରାଦ ହୋଇଛନ୍ତି.