Public App Logo
Jansamasya
Bjp
National
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
Breakingnews
Madhya_pradesh
Pmmodi
Rahulgandhi
Haryana
Sambalpur
Cyclone
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah

ହିନ୍ଦୋଳ: ଝାଡ଼ବନ୍ଧ ଗାଁରେ ଗୋଟିକିଆ ଦନ୍ତାହାତୀ ଲୋକଙ୍କ ସାମ୍ନାରେ ଭାଙ୍ଗୁଛି ଘର.

Hindol, Dhenkanal | May 1, 2025
ହିନ୍ଦୋଳ ଝାଡବନ୍ଧ ଗାଁରେ ବିଳମ୍ବିତ ରାତିରେ ଗୋଟିକିଆ ଦନ୍ତାହାତୀ ଗାଁ ମଧ୍ୟକୁ ପ୍ରବେଶ କରିବା ସହ ଗାଁର ଜଣେ ବ୍ୟକ୍ତିଙ୍କ ଚାଳଘର ଭାଙ୍ଗି ଦେଇଛି ଲୋକଙ୍କ ଘଉଡ଼ାଇବା ପରେ ମଧ୍ୟ କିଛି ନ ଡରି ଏହି ହାତୀ ଘର ଭାଙ୍ଗି ଧାନଚାଉଳ ଖାଇ ଉଜାଡି ଦେଇଛି.
ହିନ୍ଦୋଳ: ଝାଡ଼ବନ୍ଧ ଗାଁରେ ଗୋଟିକିଆ ଦନ୍ତାହାତୀ ଲୋକଙ୍କ ସାମ୍ନାରେ ଭାଙ୍ଗୁଛି ଘର. - Hindol News