ହିନ୍ଦୋଳ: ନାଉକିଆରୀ ଠାରେ ଓଲଟିଲା ପିଆଜ ବୋଝେଇ ମିନିଟ୍ରକ.
ରାସୋଳ ଥାନା ନାଉକିଆରୀ ଛକ ନିକଟରେ ଆଜି ସାପ୍ତାହିକ ହାଟକୁ ଆସୁଥିବା ଏକ ମିନିଟ୍ରକ ଭାରସାମ୍ୟ ହରାଇ ଓଲଟିଲା. ଚାଳକ ଏବଂ ବ୍ୟବସୟୀ ଅଳ୍ପେକ ବର୍ତ୍ତିଲେ.ପୋଲିସ ପହଂଚି ରାସ୍ତାରୁ ଦୁର୍ଘଟଣାଗ୍ରସ୍ତ ଗାଡି ହଟାଇବା ପରେ ଏବେ ଗାଡି ଚଳାଚଳ ହେଲା ସ୍ୱାଭାବିକ.