ହିନ୍ଦୋଳ: ନାଉକିଆରୀ ଗାଁରେ ବ୍ୟାପୁଛି କୀଡୀନି ରୋଗୀଙ୍କ ସଂଖ୍ୟା. ପ୍ରଶାସନ ବେଫିକ. ଗାଁରେ ଦୂଷିତ ପାଣିପିଇ ଆକ୍ରାନ୍ତ<nis:link nis:type=tag nis:id=jansamasya nis:value=jansamasya nis:enabled=true nis:link/>
ହିନ୍ଦୋଳ ବ୍ଲକ ରାସୋଳ ପଞ୍ଚାୟତ ନାଉକିଆରୀ ଗାଁରେ ଏବେ ବ୍ୟାପୁଛି କୀଡୀନି ରୋଗୀଙ୍କ ସଂଖ୍ୟା. ଦୂଷିତ ପାଣି ପିଇ ୮ ରୁ ଉର୍ଦ୍ଧ ବ୍ୟକ୍ତି ରୋଗାକ୍ରାନ୍ତ ହୋଇପଡିଲେଣି. ଶୁଣୁନାହାନ୍ତି ପ୍ରଶାସନ୍. ଲୋକେ ହେଲେଣି ସର୍ବସ୍ୱାନ୍ତ.