Public App Logo
Jansamasya
Bjp
National
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
Breakingnews
Madhya_pradesh
Pmmodi
Rahulgandhi
Haryana
Sambalpur
Cyclone
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah

ହିନ୍ଦୋଳ: ଜିଲ୍ଲା ଶିକ୍ଷା ବିଭାଗ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାରେ ମାଟ୍ରିକ A1 ପାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଜିଲ୍ଲାପାଳ କଲେ ସମ୍ବର୍ଦ୍ଧିତ.

Hindol, Dhenkanal | May 7, 2025
ଏଥର ମାଟ୍ରିକ ପରୀକ୍ଷରେ A1 ଗ୍ରେଡ଼ ପାଇ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଆଜି ଜିଲ୍ଲାପାଳ କଲେ ସମ୍ବନ୍ଧିତ. ତାଙ୍କ ସହ ଜିଲ୍ଲା ଶିକ୍ଷା ବିଭଗ ଅଧିକାରୀ ଛାତ୍ରଛାତ୍ରୀ, ଅଭିଭାବକ,ଶିକ୍ଷକ ଶିକ୍ଷୟତ୍ରୀ ମାନେ କଲେ ଅଂଶଗ୍ରହଣ.