Public App Logo
Jansamasya
Bjp
National
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
Breakingnews
Madhya_pradesh
Pmmodi
Rahulgandhi
Haryana
Sambalpur
Cyclone
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah

ହିନ୍ଦୋଳ: ବାଙ୍କଟିଆ ସ୍ଥିତ ଗଣେଶ୍ୱର କ୍ଲବ ପକ୍ଷରୁ12 ପଂଚାୟତରେ ପ୍ରାଥମିକ ସ୍କୁଲରେ ଦୁର୍ବଳ ଛାତ୍ରଛାତ୍ରୀ ପାଠ ପଢାଇବାକୁ ବିଦ୍ୟାସାଥୀଙ୍କୁ ତାଲିମ.

Hindol, Dhenkanal | May 7, 2025
ହିନ୍ଦୋଳ ବ୍ଲକ ବାଙ୍କଟିଆ ଗଣେଶ୍ୱର କ୍ଲବ ପକ୍ଷରୁ ସରକାରୀ ପ୍ରାଥମିକ ସ୍କୁଲରେ ଶିକ୍ଷକ ଅଭାବ କାରଣରୁ ୧ ରୁ ୫ ଶ୍ରେଣୀ ପର୍ଯ୍ୟନ୍ତ ଦୁର୍ବଳ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢାଇବାକୁ ପ୍ରଚେଷ୍ଟା. ଏଥିପାଇଁ 12ଟି ପଂଚାୟତ ରେ 26ଟି କେନ୍ଦ୍ର ଏବଂ ସ୍କୁଲରେ ଏହାକୁ କାର୍ଯ୍ୟକ୍ଷମ କରାଇବାକୁ 26 ଜଣ ବିଦ୍ୟାସାଥି ମାନଙ୍କୁ ତାଲିମ ପ୍ରଦାନ.