ହିନ୍ଦୋଳ: ଵଦାଳୁ ହନୁମାନ ମନ୍ଦିର ନିକଟରୁ ବିହାରୀ ଯୁବକଙ୍କ ଠାରୁ ବାଇକ ସହ ପେଟି ପେଟି ବିଦେଶୀ ମଦ ଜବତ କଲା ରାସୋଳ ପୋଲିସ.
ହିନ୍ଦୋଳର ରାସୋଳ ପୋଲିସ ବଡ଼ ସଫଳତା.ଜଣେ ବିହାରୀ ଯୁବକ ଆଜି 21ପେଟି ବିଦେଶୀ ମଦ ନେଇ ଯାଉଥିବା ବେଳେ ମାଡି ବସିଲା ପୋଲିସ. ବିଭିନ୍ନ ଗାଁରେ ଚୋରାରେ ବିକୁ ଥିବା ବ୍ୟବସାୟୀ ଙ୍କୁ ବ୍ୟବସାୟୀ ଙ୍କୁ ସପ୍ଲାୟୀ କରିବାକୁ ନେଇବା ବେଳେ ପୋଲିସ ପେଟ୍ରୋଲିଙ୍ଗ ହାବୁଡ଼ରେ ପଡିଲା. ବାଇକ ସହ 21 ପେଟି ବିଦେଶୀ ମଦ ଜବତ. ଚାଲାଣ କରି ଯୁବକ ଗିରଫ.