ହିନ୍ଦୋଳ: କାଣ୍ଡବିନ୍ଧା ଠାରେ ଗ୍ରୀଷ୍ମ କାଳିନ ଖୋ ଖୋ ପ୍ରତିଯୋଗୀତା ଶିବିର ଅନୁଷ୍ଠିତ.
ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଓଡାପଡା ବ୍ଲକ କାଣ୍ଡବିନ୍ଧା ଗ୍ରାମରେ ଗ୍ରୀଷ୍ମ କାଳିନ ଖୋ ଖୋ ପ୍ରତିଯୋଗିତା ଶିବିର ଅନୁଷ୍ଠିତ.ଜିଲ୍ଲା କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ପରିଚାଳନା ହେଉଥିବର ସୂଚନା ମିଳିଛି.