ହିନ୍ଦୋଳ: ହିନ୍ଦୋଳ ପାଇକପୁରୁଣାକୋଟ ପ୍ରାଥମିକ ସ୍କୁଲରେ ଅତିରିକ୍ତ ଶ୍ରେଣୀ ଗୃହ ଉଦଘାଟନ ଉତ୍ସବରେ ଯୋଗଦେଲେ ସାଂସଦ ଏବଂ ବିଧାୟିକା.
ହିନ୍ଦୋଳ ପାଇକପୁରୁଣାକୋଟ ଠାରେ ଆଜି ପ୍ରାଥମିକ ସ୍କୁଲରେ ଅତିରିକ୍ତ ଶ୍ରେଣୀ ଗୃହ ଉଦଘାଟନ ଉତ୍ସବରେ ଯୋଗଦେଲେ ଢେଙ୍କାନାଳ ସାଂସଦ ଏବଂ ହିନ୍ଦୋଳ ବିଧାୟିକା. ଟାଟା କମ୍ପାନୀ ପକ୍ଷରୁ ନିର୍ମିତ ଏହି ଶ୍ରେଣୀ ଗୃହ ଏବଂ ଉଦ୍ଘାଟନୀ ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଅଂଚଳ ବାସୀ କଲେ ଯୋଗଦାନ.