ହିନ୍ଦୋଳ: ହିନ୍ଦୋଳ ଚିଆଁ ଶାଳବଣିରେ ଆଜି ଛୁଆ ହାତୀ କାଦୁଅରେ ଫସିଯିବା ପରେ ଦଳ ହାତୀ ଉଦ୍ଧାର କରି ଦଳକୁ ନେଲେ.
ହିନ୍ଦୋଳ ଫରେଷ୍ଟ ରେଞ୍ଜ ଦୁଦୁରକୋଟ ପଂଚାୟତ ଚିଆଁ ଶାଳବଣୀ ସାହିରେ ଆଜି ଗୋଟିଏ ଛୁଆ ହାତୀ ପୋଖରୀରେ ଫସି ଯାଇଥିବା ବେଳେ ଦଳହାତୀ ତାକୁ ଉଦ୍ଧାର କରିବା ସହ ନିଜ ଦଳରେ ନେଇ ଜଙ୍ଗଲକୁ ପଳାଇଯାଇଥିବାର ଦେଖିବାକୁ ମିଳିଛି.