Public App Logo
Profile Picture

Sangram Keshari Mishra

@sangram5835
127455Followers
2Following
କେନ୍ଦୁଝର ସଦର: ବୈଷୟୀକ ଟିମ୍ ଆଜି କାନପୁର ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିବା ସହ କଲେ ସବିଶେଷ ସମୀକ୍ଷା
କେନ୍ଦୁଝର ସଦର: ଝୁମ୍ପୁରା ବାଇପାସ ଓ ଚକୁଳିଆ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ,୫୦ ଲି. ମଦ ସହ ୨ ଅଟକ,ବାଇକ୍ ଓ ସ୍କୁଟି ଜବତ
କେନ୍ଦୁଝର ସଦର: ମୌଦା ରେ ପରିବା କ୍ଷେତ ଉଜାଦିଲେ ହାତୀପଲ
ପାଟଣା: ଶୁକ୍ରାସାହିରେ ଫାଇନାନ୍ସ କର୍ମଚାରୀ ଙ୍କୁ ଗାଡି ଚଢାଇ ହତ୍ୟା ଘଟଣା,ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ନୟାକୋଟ ପୋଲିସ
କେନ୍ଦୁଝର ସଦର: ମାଇନିଙ୍ଗ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା, ଟାଉନ ଥାନାରେ ସମର୍ଥକଙ୍କ ଭିଡ଼
କେନ୍ଦୁଝର ସଦର: ବାଙ୍ଗୁରିପଶି, ବାଲିପଶି ଓ ନିଶାଗଡିଆ ଆଡ଼କୁ ୧୧ ଟି ହାତୀ ଯାଉଥିବା ସୂଚନା
କେନ୍ଦୁଝର ସଦର: ସାହାରପଡ଼ାରେ ବିଜେପିର ନବନିର୍ବାଚିତ ମଣ୍ଡଳ ସଭାପତି ମାନେ ଜିଲ୍ଲା ସଭାପତିଙ୍କୁ ଭେଟି କୃତଜ୍ଞତା ଜଣାଇଥିବା ସୂଚନା
କେନ୍ଦୁଝର ସଦର: କେନ୍ଦୁଝର କଂଗ୍ରେସ ଭବନରେ ବନ୍ଧୁ ମିଳନ ଅନୁଷ୍ଠିତ। ଆଗାମୀ ରଣନିତୀ ନେଇ ଆଲୋଚନା,ଯୋଗଦେଲେ ପୂର୍ବତନ ସାଂସଦ ଓ ବିଧାୟକ
କେନ୍ଦୁଝର ସଦର: ବାମେବାରି ଅଞ୍ଚଳରେ ଝିଅର ହତ୍ୟା ଘଟଣାର ଅଧିକ ତଦନ୍ତ ପାଇଁ ପୁଲିସ ଆରକ୍ଷୀ ଙ୍କୁ ଦାବିପତ୍ର ପ୍ରଦାନ କଲେ ବାପା
ପାଟଣା: ବିଜେପି ର ନୂଆ କାର୍ଯ୍ୟକର୍ତ୍ତା ନିଯୁକ୍ତି ନେଇ ସୂଚନା
କେନ୍ଦୁଝର ସଦର: ଶାଳବେଡା ରେ ପଥର ଖଣିବନ୍ଦ କରିବା ପାଇଁ ଜିଲାପାଳଙ୍କୁ ଦାବିପତ୍ର
କେନ୍ଦୁଝର ସଦର: ଜ୍ୟୋତିପୁରରେ ପହଞ୍ଚିଲେ ୧୪ ଟିକିଆ ହାତୀପଲ
କେନ୍ଦୁଝର ସଦର: ଗଡୁଆଟୋପାରେ ଟାଟା ଏସି ଗାଡି ଧକ୍କାରେ ଜଣଙ୍କ ମୃତ୍ୟୁ
କେନ୍ଦୁଝର ସଦର: ଶୁକ୍ରାସାହିରେ ଫାଇନାନ୍ସ କର୍ମଚାରୀ ଙ୍କୁ ଗାଡି ଚଢାଇ ହତ୍ୟା ଘଟଣା ସ୍ଥଳରେ ପହଞ୍ଚିଲା ସାଇଣ୍ଟିଫିକ୍ ଟିମ୍ ,ଜଣେ ଅଟକ
କେନ୍ଦୁଝର ସଦର: ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ,  ଅଧ୍ୟାପକ ଗିରଫ ଆଜି କୋର୍ଟ ଚାଲାଣ ହେବା ନେଇ ସୂଚନା
ପାଟଣା: ପଡୁଆ ରେ ପରିବା ଚାଷୀଙ୍କ ନିଦ ହଜାଉଛନ୍ତି ୧୪ ଟିକିଆ ହାତୀ ପଲ।
କେନ୍ଦୁଝର ସଦର: ଟିକରପଡା ଗ୍ରାମରେ ଏସ.ଆର କମ୍ପାନୀ କାରଖାନା ସ୍ଥାପନକୁ ବିରୋଧ କରି ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
କେନ୍ଦୁଝର ସଦର: ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ନରଣପୁର ସ୍ଥିତ କାର୍ଯ୍ୟାଳୟରେ ବିଜେପି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ, ଯୋଗଦେଲେ ସାଂସଦ ଓ ବିଧାୟକ
କେନ୍ଦୁଝର ସଦର: ନିଯୁକ୍ତିରେ ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲା ବିଶ୍ଵକର୍ମା ଅପରେଟର ସଂଘ
କେନ୍ଦୁଝର ସଦର: ଦରବାର ହଲରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ
କେନ୍ଦୁଝର ସଦର: ଗତ ବିଳମ୍ବୀତ ରାତିରେ ହାତିମୁଣ୍ଡି ଗାଁ ରେ ଘର ଭାଙ୍ଗିଲେ ହାତୀ ପଲ
କେନ୍ଦୁଝର ସଦର: ବାଡପଡ଼ା , ଜ୍ୟୋତିପୁର , ପଡ଼ୁଆ , ପାରୁଡ଼ି ପୋଷି , ବର୍ଦ୍ଧନା ,ଆଦି ଅଞ୍ଚଳରେ ୧୮ ଟିକିଆ ହାତୀ ପଲ ପ୍ରବେଶ କରିବା ନେଇ ସୂଚନା
କେନ୍ଦୁଝର ସଦର: ଅସନପାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବରେ ଯୋଗଦେଲେ ପାଟଣା ବିଧାୟକ
କେନ୍ଦୁଝର ସଦର: ହାତୀପଲ ଝାଲିଆବେଡା ଜଙ୍ଗଲ ରୁ ବରପଦା, ବର୍ଦ୍ଧନା ଜଙ୍ଗଲ ଆଡକୁ ଯାଉଥିବା ନେଇ ସୂଚନା।
କେନ୍ଦୁଝର ସଦର: ଶ୍ରୀରାମପୁର ରେ ଝୁମ୍ପୁରା ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ,୧୬୫ ଲି. ମଦଶହ ବିପୁଳ ପରିମାଣର ପୋଚ ନଷ୍ଟ