କେନ୍ଦୁଝର ସଦର: ମାଇନିଙ୍ଗ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା, ଟାଉନ ଥାନାରେ ସମର୍ଥକଙ୍କ ଭିଡ଼
ଆଜି ଅପରାହ୍ନ ସମୟରେ କେନ୍ଦୁଝର ସହର ସ୍ଥିତ ମାଇନିଙ୍ଗ ରେ ଦୁଇ ଗୋଷ୍ଟି ମଧ୍ୟରେ କଥା କଟାକଟି ରୁ ଆରମ୍ଭ କରିଥିବା ଝଗଡା ଉଗ୍ର ରୂପ ନେବା ପରେ ଟାଉନ ଥାନା କୁ ଉଭୟ ପକ୍ଷ ଆସିଥିଲେ।ତେବେ ରାତି ୯.୩୦ ପର୍ଯ୍ୟନ୍ତ ଉଭୟ ପକ୍ଷ ର ସମର୍ଥକଙ୍କ ପ୍ରବଳ ଭିଡ଼ ଦେଖିବା ପାଇଁ ମିଳିଥିଲା।