କେନ୍ଦୁଝର ସଦର: ବାଙ୍ଗୁରିପଶି, ବାଲିପଶି ଓ ନିଶାଗଡିଆ ଆଡ଼କୁ ୧୧ ଟି ହାତୀ ଯାଉଥିବା ସୂଚନା
ପାରୁଡ଼ିପଶି, ପଡୁଆ ଅଞ୍ଚଳରେ ଥିବା ହାତୀ ପଲ ମଧ୍ୟରୁ ୧୧ ଟି ହାତୀ ଆଜି ରାତି ୯ ଟା ସମୟରେ ବାଙ୍ଗୁରିପଶି, ବାଲିପଶି, ନିଶାଗଡିଆ ଆଡ଼କୁ ଯାଉଥିବା ବେଳେ ଆତଙ୍କରେ ଅଛନ୍ତି ସେଇ ଅଞ୍ଚଳର ପରିବାଚାଷି। ଆଜି ଏହିହାଟି ପଲ ସନ୍ଧ୍ୟା ସମୟରେ ଗୋଠ ରୁ ଅଲଗା ହୋଇ ଥିବା ସୂଚନା ମିଳିଛି। ବନ କର୍ମଚାରୀ ପହଞ୍ଚି ହାତୀ ପଲଙ୍କ ଗତି ବିଧି ଉପରେ ନଜର ରଖିବା ସହ ହାତୀ ମାନଙ୍କ ପାଖକୁ ନଯିବା ଏବଂ ଅଯଥାରେ ସେମାନଙ୍କୁ ବିରକ୍ତ ନକରିବା ପାଇଁ ପରାମର୍ଶ ଦେଇ ସେମାନଙ୍କ ସହାୟତା ରେ ଘଉଡାଇବା ପାଇଁ ଚେଷ୍ଟା ଚଳାଇଥିବା ସୂଚନା ମିଳିଛି