୨୦୨୫ ରେ କିପରି ଆହୁରି ଭଲ କାମ କରାଯିବ ଓ ସଂଗଠନକୁ ଦୃଢ଼ କରାଯିବ। ବର୍ତ୍ତମାନ ରାଜ୍ୟ ରାଜନୀତିକୁ ଦେଖି କେନ୍ଦୁଝର କଂଗ୍ରେସ ମଧ୍ୟ ଖୁବ୍ ଉତ୍ସାହିତ ହୋଇଛି । ଆଜି ୨ଟାରେ ଯୁବ ନେତା ଐତିହ୍ୟ ଦିବ୍ୟ ସିଂହଙ୍କ ଅନୁରୋଧ କ୍ରମେ ଜିଲ୍ଲାର କଂଗ୍ରେସ ସଦସ୍ୟମାନେ ଜିଲ୍ଲା କଂଗ୍ରେସ ଭବନରେ ଏକାଠି ହୋଇ ବନ୍ଧୁ ମିଳନ କରିଥିଲେ। ଆଗାମୀ ଦିନରେ କିପରି ଲୋକଙ୍କ ପାଖେ ପହଞ୍ଚି ପାରିବେ ଆଲୋଚନା କରି ଥିଲେ। ଏହି ବନ୍ଧୁ ମିଳନରେ ପୂର୍ବତନ ପିସିସି ସଭାପତି ଶ୍ରୀ ନିରଂଜନ ପଟ୍ଟନାୟକ, ଜୟଦେବ ଜେନା,ପୂର୍ବତନ ସାଂସଦ ଶ୍ରୀ ଯଶୋବନ୍ତ ସିଂହ ଲାଗୁରି,ପୂର୍ବତନ ସଦର ବିଧାୟକ ସୁବର୍ଣ୍ ନାୟକ , ପ୍ରମୁଖ ଯୋଗ