କେନ୍ଦୁଝର ସଦର: ହାତୀପଲ ଝାଲିଆବେଡା ଜଙ୍ଗଲ ରୁ ବରପଦା, ବର୍ଦ୍ଧନା ଜଙ୍ଗଲ ଆଡକୁ ଯାଉଥିବା ନେଇ ସୂଚନା।
ମୟୂରଭଞ୍ଜ ପଳାଇଥିବା ହାତୀ ପଲ ପୁଣି କେନ୍ଦୁଝର ସୀମାରେ ପ୍ରବେଶ କରି ଝାଲିଆବେଡ଼ା ଜଙ୍ଗଲରେ ଥିବା ବେଳେ ଆଜି ୪.୩୦ ସମୟରେ ସେଇ ଦଳରୁ କିଛି ହାତୀ ଝାଲିଆବେଡା ଜଙ୍ଗଲରୁ ବାହାରି ରାସ୍ତାପାର୍ ହୋଇ ବର୍ଦ୍ଧନା ମୁହାଁ ହୋଇଥିବା ବେଳେ ସନ୍ଧ୍ୟା ୭.୩୦ ରେ ମିଳିଥିବା ସୁଚନା ଅନୁସାରେ ଏହି ଗୋଠଛଡ଼ା ହାତୀପଲ ବରପଦା ହୁଡିରେ ଅଛନ୍ତି।ତେବେ ବନ କର୍ମଚାରୀ ଙ୍କ ସହ ସ୍ଥାନୀୟ ଲୋକ ମିଶି ହାତୀପଲ ଙ୍କୁ ଘଉଡାଇବା ପାଇଁ ପ୍ରୟାସ କରୁଥିବା ସୂଚନା ମିଳିଛି