କେନ୍ଦୁଝର ସଦର: ଗଡୁଆଟୋପାରେ ଟାଟା ଏସି ଗାଡି ଧକ୍କାରେ ଜଣଙ୍କ ମୃତ୍ୟୁ
ଆଜି ରାତି ପ୍ରାୟ ୭ ଟା ସମୟରେ ଜଗଦଳା ଡ୍ୟାମ୍ ନିକଟ ଗଡୁଆଟୋପା ରେ ଏକ ଟାଟା ଏ ସି ଧକ୍କାରେ ବାଂଶପାଳ ବ୍ଲକ୍ ସୁଣ୍ଡୁରା ଗ୍ରାମର ଆନନ୍ଦ ମହାକୁଡ଼ ବୋଲି ଜଣାପଡିଛି।ସୂଚନା ଅନୁସାରେ OD 02 AT 3245 ନମ୍ବର ବିଶିଷ୍ଟ ଅଟୋ ଟି ଦୃତ ଗତିରେ ଯାଉଥିବା ବେଳେ ଏକ ଗୋରୁ କୁ ଧକା ଦେବା ପରେ ଆନନ୍ଦଙ୍କୁ ଧକା ଦେଇଥିଲା । ଯାହାଫଳରେ ଆନନ୍ଦ ଛିଟିକି ଯାଇ ରାସ୍ତା ରାସ୍ତା କଡ଼ରେ ଅଚେତ ଅବସ୍ତାରେ ପଡ଼ିଥିଲେ।ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଝୁମ୍ପୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପଠାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗ୍ରାମବାସୀ ଅଟୋ କୁ