କେନ୍ଦୁଝର ସଦର: ବୈଷୟୀକ ଟିମ୍ ଆଜି କାନପୁର ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିବା ସହ କଲେ ସବିଶେଷ ସମୀକ୍ଷା
ଆଜି ୬.୩୦ ରେ ମିଳିଥିବା ସୁଚନା ଅନୁସାରେ ଆଜି ୧୧ ଟା ରୁ ପ୍ରାୟ ୨ ଟା ପର୍ଯ୍ୟନ୍ତ ଏକ ବୈଷୟୀକ ଟିମ୍ ଆଜି କାନପୁର ଜଳସେଚନ ପ୍ରକଳ୍ପ ପରିଦର୍ଶନ ରେ ଯାଇ ପ୍ରକଳ୍ପ କାର୍ଯ୍ୟ ରେ ଅଗ୍ରଗତି ସହ ବିଭିନ୍ନ ଦିଗ ବୁଲି ଦେଖିବା ପରେ କେନ୍ଦୁଝର ଫେରି ୫ ଟା ରେ ଏକ ବୈଠକରେ ପ୍ରକଳ୍ପର ଅଗ୍ରଗତି ସମ୍ବନ୍ଧରେ ସବିଶେଷ ସମିକ୍ଷା କରିଥିବା ସୂଚନା ମିଳିଛି।