କେନ୍ଦୁଝର ସଦର: ଝୁମ୍ପୁରା ବାଇପାସ ଓ ଚକୁଳିଆ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ,୫୦ ଲି. ମଦ ସହ ୨ ଅଟକ,ବାଇକ୍ ଓ ସ୍କୁଟି ଜବତ
Kendujhar Sadar, Kendujhar | Jan 9, 2025
ଆଜି କେନ୍ଦୁଝର ଅବକାରୀ ଅଧିକ୍ଷକ ପ୍ରଦୀପ୍ତ କୁମାର ଦାଶ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ପ୍ରାୟ ୪ ଟା ସମୟରେ ଏନଫର୍ସମେଣ୍ଟ ର ଡେପୁଟି...