କେନ୍ଦୁଝର ସଦର: ସାହାରପଡ଼ାରେ ବିଜେପିର ନବନିର୍ବାଚିତ ମଣ୍ଡଳ ସଭାପତି ମାନେ ଜିଲ୍ଲା ସଭାପତିଙ୍କୁ ଭେଟି କୃତଜ୍ଞତା ଜଣାଇଥିବା ସୂଚନା
ଆଜି ଅପରାହ୍ନ ପ୍ରାୟ ତିନିଟା ସମୟରେ ଗତକାଲି ନବ ନିଯୁକ୍ତ ମଣ୍ଡଳ ସଭାପତି ମାନେ ସାହାରପଡ଼ା ସ୍ଥିତ ବିଜେପି ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଙ୍କ ଘରକୁ ଯାଇ ତାଙ୍କୁ ଭେଟିବା ସହ କୃତଜ୍ଞାତା ଜ୍ଞାପନ କରିଚନ୍ତି। ଶ୍ରୀ ବର୍ମା ତୃଣମୂଳ ସ୍ତରରେ ବିଜେପି ର ସ୍ଥିତି ଅଧିକରୁ ଅଧିକ ମଜବୁତ୍ କରିବା ପାଇଁ କାର୍ଯ୍ୟ କରିବା ସହ ଅଧିକ କର୍ମୀ ସଂଗ୍ରହ କରି ସଂଗଠନ କୁ ଆହୁରି ମଜଭୂତ କରିବା ପାଇଁ ମଣ୍ଡଳ ସଭାପତି ମାନଙ୍କୁ ପରାମର୍ଶ ଦେଇଥିବା ସୂଚନା ମିଳିଛି