କେନ୍ଦୁଝର ସଦର: ମୌଦା ରେ ପରିବା କ୍ଷେତ ଉଜାଦିଲେ ହାତୀପଲ
ମୟୂରଭଞ୍ଜ ରୁ କେନ୍ଦୁଝର ପ୍ରତ୍ୟାବର୍ତ୍ତନ କାରିଥିବା ହାତୀପଲ ପାରୁଡ଼ିପଶି ଅଞ୍ଚଳରେ ଥିଲେ । ସେଠାରୁ ଅଲଗା ଅଲଗା ଗୋଠ କରି ଖାଦ୍ୟ ଅନ୍ୱେଷଣରେ ଘୁରିବୁଳୁଥିବା ବେଳେ ଆଜି ପାହାନ୍ତିଆ ସମୟରେ ଭଣ୍ଡା ଅଞ୍ଚଳର ମୌଦା ଗାଁ ରେ ପଶି ବିଜୟ ମୁଣ୍ଡା ଙ୍କ ପରିବା କ୍ଷେତ ରେ ପଶି ତାଙ୍କ ମୋଟର ବିଲ ଓ ତାଙ୍କ କୋବି କ୍ଷେତ ରେ ପଶି ଖାଇବା ସହ ମାଡ଼ି ଦଳି ନଷ୍ଟ କରିଦେଇଥିଚନ୍ତି।ବନ କର୍ମଚାରୀ ଆଜି ୨ ଟା ସମୟରେ ପରିବା କ୍ଷେତ ବୁଲି କ୍ଷୟ କ୍ଷତି ର ଆକଳନ କରିଥିବା ସୂଚନା ମିଳିଛି।