Public App Logo
Jansamasya
News
Bjp
National
Police
Bihar
India
जनसमस्या
कांग्रेस
भाजपा
Congress
Modi
Delhi
Viral
Jharkhand
Iyc
Bollywood
दिल्ली
Patna
Breakingnews
महिला
Narendramodi
Madhya_pradesh
सोशल_मीडिया
Mp
Madhyapradesh
Pmmodi
Rahulgandhi
Ipl
Uttarpradesh

News in Paikamal

ଭଟଲି: ଭଟଲି କାର୍ଯାଳୟରେ ବିଭିନ୍ନ ଗ୍ରାମରୁ ଆସିଥିବା ଜନସାଧାରଣ ଙ୍କ ସମସ୍ୟା କଥା ବୁଝିଲେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ

ଭଟଲି: ଭଟଲି କାର୍ଯାଳୟରେ ବିଭିନ୍ନ ଗ୍ରାମରୁ ଆସିଥିବା ଜନସାଧାରଣ ଙ୍କ ସମସ୍ୟା କଥା ବୁଝିଲେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ

Bhatli, Bargarh (Baragarh) | Jun 9, 2026

ଓଡ଼ିଶା ଉତ୍କଳ କଳିଙ୍ଗ ହେମାଳି ମହାସଂଘର ଆନ୍ଦୋଳନ ଡାକରା

ଓଡ଼ିଶା ଉତ୍କଳ କଳିଙ୍ଗ ହେମାଳି ମହାସଂଘର ଆନ୍ଦୋଳନ ଡାକରା

Attabira, Bargarh (Baragarh) | Jun 9, 2026

ଅଷ୍ଟମ ଦିନରେ ଆମରଣ ଅନଶନ ଡଭା।
ଆଞ୍ଚଳିକ କୃଷକ ସଙ୍ଗଠନ ତରଫରୁ ଟୋକନ ଦାବିରେ ଡଭା ସାପ୍ତାହିକ ବଜାର ପ୍ରାଙ୍ଗଣରେ 20 ହଜାର ବସ୍ତା ଧାନ ପକାଇ ପାଞ୍ଚ ଜଣ କୃଷକ ଆମରଣ ଅନଶନରେ ବସିଛନ୍ତି। ଡଭା ସୋସାଇଟିରେ ରବି ଋତୁ ଧାନ ବିକ୍ରି ପାଇଁ ଆବଶ୍ୟକ କାଗଜପତ୍ର ଦେଇ 2074 ଜଣ ଚାଷୀ ପଞ୍ଜିକରଣ ହୋଇଥିଲେ। ସେମାନଙ୍କ ମଧ୍ୟରୁ 514 ଜଣଙ୍କ ମୋଟେ ଟୋକନ ଆସିନାହିଁ। କୃଷକ ସଂଗଠନ ପକ୍ଷରୁ ଏହି ସମସ୍ୟାର ସମାଧାନ ପାଇଁ ଲିଖିତ ଅଭିଯୋଗ ଅନୁରୋଧ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଗତ 1 ଜୁନ ରୁ ଆମରଣ ଅନଶନରେ ଅଶୋକ ସାହୁ, ରମେଶ ସାହୁ, ଜୟନ୍ତ ସାହୁ, ଅରୁଣ ପଧାନ ଏବଂ ଗୁପତ ସିଦାର ବସିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ 4 ଜୁନରେ ଆସିଥିଲେ ଏବଂ ଦୁଇ ଦିନ ମଧ୍ୟରେ ଟୋକନ ଆସିବ ଏବଂ ଧାନ କିଣା ଯିବ ବୋଲି କହିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଟୋକନ ଆସିନାହିଁ କିମ୍ବା ଉପଜିଲ୍ଲାପାଳ କୌଣସି ଉତ୍ତର ଦେଉନାହାନ୍ତି। ହେଲେ 45 ଡିଗ୍ରୀ ଖରା ରେ ପୁଣି ଅନଶନ କେତେ କଷ୍ଟ ହେଉଥିବ। ଆଜି ସକାଳୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ରୋଟିନ ଚେକ ଯାଇଥିଲେ ସେହି ସମୟରେ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟ ଜଣ ପଡିବାରୁ ହସ୍ପିଟାଲ ରେ ଭର୍ତ୍ତି କରିବା ପାଇଁ କହିଥିଲେ ପରେ ରମେଶ ସାହୁ, ଅରୁଣ ପଧାନ, ଗୁପତ ସିଦାର ଏବଂ ଜୟନ୍ତ ସାହୁଙ୍କୁ ଡଭା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆନ୍ଦୋଳନ ସ୍ଥଳରେ ଅଶୋକ ସାହୁ ଏବଂ ଅନ୍ୟ ଚାଷୀମାନେ ଧାନ ବିକ୍ରି ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଦୃଦୁକ୍ତି ପ୍ରକାଶ କରିଛନ୍ତି ।

ଅଷ୍ଟମ ଦିନରେ ଆମରଣ ଅନଶନ ଡଭା। ଆଞ୍ଚଳିକ କୃଷକ ସଙ୍ଗଠନ ତରଫରୁ ଟୋକନ ଦାବିରେ ଡଭା ସାପ୍ତାହିକ ବଜାର ପ୍ରାଙ୍ଗଣରେ 20 ହଜାର ବସ୍ତା ଧାନ ପକାଇ ପାଞ୍ଚ ଜଣ କୃଷକ ଆମରଣ ଅନଶନରେ ବସିଛନ୍ତି। ଡଭା ସୋସାଇଟିରେ ରବି ଋତୁ ଧାନ ବିକ୍ରି ପାଇଁ ଆବଶ୍ୟକ କାଗଜପତ୍ର ଦେଇ 2074 ଜଣ ଚାଷୀ ପଞ୍ଜିକରଣ ହୋଇଥିଲେ। ସେମାନଙ୍କ ମଧ୍ୟରୁ 514 ଜଣଙ୍କ ମୋଟେ ଟୋକନ ଆସିନାହିଁ। କୃଷକ ସଂଗଠନ ପକ୍ଷରୁ ଏହି ସମସ୍ୟାର ସମାଧାନ ପାଇଁ ଲିଖିତ ଅଭିଯୋଗ ଅନୁରୋଧ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଗତ 1 ଜୁନ ରୁ ଆମରଣ ଅନଶନରେ ଅଶୋକ ସାହୁ, ରମେଶ ସାହୁ, ଜୟନ୍ତ ସାହୁ, ଅରୁଣ ପଧାନ ଏବଂ ଗୁପତ ସିଦାର ବସିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ 4 ଜୁନରେ ଆସିଥିଲେ ଏବଂ ଦୁଇ ଦିନ ମଧ୍ୟରେ ଟୋକନ ଆସିବ ଏବଂ ଧାନ କିଣା ଯିବ ବୋଲି କହିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଟୋକନ ଆସିନାହିଁ କିମ୍ବା ଉପଜିଲ୍ଲାପାଳ କୌଣସି ଉତ୍ତର ଦେଉନାହାନ୍ତି। ହେଲେ 45 ଡିଗ୍ରୀ ଖରା ରେ ପୁଣି ଅନଶନ କେତେ କଷ୍ଟ ହେଉଥିବ। ଆଜି ସକାଳୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ରୋଟିନ ଚେକ ଯାଇଥିଲେ ସେହି ସମୟରେ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟ ଜଣ ପଡିବାରୁ ହସ୍ପିଟାଲ ରେ ଭର୍ତ୍ତି କରିବା ପାଇଁ କହିଥିଲେ ପରେ ରମେଶ ସାହୁ, ଅରୁଣ ପଧାନ, ଗୁପତ ସିଦାର ଏବଂ ଜୟନ୍ତ ସାହୁଙ୍କୁ ଡଭା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆନ୍ଦୋଳନ ସ୍ଥଳରେ ଅଶୋକ ସାହୁ ଏବଂ ଅନ୍ୟ ଚାଷୀମାନେ ଧାନ ବିକ୍ରି ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଦୃଦୁକ୍ତି ପ୍ରକାଶ କରିଛନ୍ତି ।

Attabira, Bargarh (Baragarh) | Jun 9, 2026