ବରଗଡ଼ ପୌରପରିଷଦର 11 ଓ 16 ନମ୍ବର ୱାର୍ଡରେ ମିଶ୍ରଣ ପର୍ବ ଅନୁଷ୍ଠିତ। ସରକାରଙ୍କ ନୀତିରେ ଅନୁପ୍ରାଣିତ ହୋଇ ଅନ୍ୟ ଦଳରୁ ଆସିଥିବା ବହୁ କର୍ମୀଙ୍କୁ ଦଳରେ ସ୍ୱାଗତ କଲେ ବରଗଡ଼ ବିଧାୟକ।