Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

News in Bargarh

କେବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ?

କେବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ?

Bargarh, Bargarh (Baragarh) | Jul 31, 2026

ଲଗାଣ ବର୍ଷା ଯୋଗୁଁ ଜୀରା ନଦୀରେ ବନ୍ୟା / ଗ୍ରିଣ୍ଡୋଲା ଶିବ ମନ୍ଦିରରେ ବନ୍ୟା ପାଣି #sivmandir  #flood #banya

ଲଗାଣ ବର୍ଷା ଯୋଗୁଁ ଜୀରା ନଦୀରେ ବନ୍ୟା / ଗ୍ରିଣ୍ଡୋଲା ଶିବ ମନ୍ଦିରରେ ବନ୍ୟା ପାଣି #sivmandir #flood #banya

Bargarh, Bargarh (Baragarh) | Jul 31, 2026

👉 #ଭଲ_ଖବର 
ଲଗାଣ ବର୍ଷା ଯୋଗୁଁ ବରଗଡ ସହର ସ୍ଥିତ ଚକରକେନ୍ଦ୍ ଗ୍ରାମ ବନ୍ୟା ରେ ବୁଡି ରହିବା ସହିତ ବହୁତ ଘର ଭାଙ୍ଗି ଯାଇଛି l କାହାର କାନ୍ଥ ଭାଙ୍ଗି ଯାଇଛି ତ କାହାଘରେ ପାଣି ଭର୍ତି ହୋଇ ରହିଛି l ଗାଁ ରେ ବିଦ୍ୟୁତ ଖୁଣ୍ଟ ପଡି ବିଦ୍ୟୁତ ସରବରାହ ବନ୍ଦ ହୋଇଛି l ଏହି ସବୁ ସମସ୍ୟା ଯୋଗୁଁ ଲୋକେ ରନ୍ଧା ଖାଦ୍ୟ ଖାଇପିରୁ ନାହାନ୍ତି l ଜ଼ିଲ୍ଲା ସମାଜସେବୀ ସଂଘ ବରଗଡ ଏସବୁ ଅସୁବିଧା କୁ ଦୃଷ୍ଟି ରେ ରଖି ଆଜି ଏହି ଯାଗା କୁ ପହଂଚି ଦିନ 12 ଟା ସମୟରେ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରି ଆସିଛି l ଏହି ଯାଗା ର ପରିସ୍ଥିତି ସୁଧୁରିବl ପର୍ଯ୍ୟନ୍ତ ଜ଼ିଲ୍ଲା ସମାଜସେବୀ ସଂଘ ରନ୍ଧା ଖାଦ୍ୟ ବଣ୍ଟନ କରିବାର ପ୍ରୟାସ କରିବ l

👉 #ଭଲ_ଖବର ଲଗାଣ ବର୍ଷା ଯୋଗୁଁ ବରଗଡ ସହର ସ୍ଥିତ ଚକରକେନ୍ଦ୍ ଗ୍ରାମ ବନ୍ୟା ରେ ବୁଡି ରହିବା ସହିତ ବହୁତ ଘର ଭାଙ୍ଗି ଯାଇଛି l କାହାର କାନ୍ଥ ଭାଙ୍ଗି ଯାଇଛି ତ କାହାଘରେ ପାଣି ଭର୍ତି ହୋଇ ରହିଛି l ଗାଁ ରେ ବିଦ୍ୟୁତ ଖୁଣ୍ଟ ପଡି ବିଦ୍ୟୁତ ସରବରାହ ବନ୍ଦ ହୋଇଛି l ଏହି ସବୁ ସମସ୍ୟା ଯୋଗୁଁ ଲୋକେ ରନ୍ଧା ଖାଦ୍ୟ ଖାଇପିରୁ ନାହାନ୍ତି l ଜ଼ିଲ୍ଲା ସମାଜସେବୀ ସଂଘ ବରଗଡ ଏସବୁ ଅସୁବିଧା କୁ ଦୃଷ୍ଟି ରେ ରଖି ଆଜି ଏହି ଯାଗା କୁ ପହଂଚି ଦିନ 12 ଟା ସମୟରେ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରି ଆସିଛି l ଏହି ଯାଗା ର ପରିସ୍ଥିତି ସୁଧୁରିବl ପର୍ଯ୍ୟନ୍ତ ଜ଼ିଲ୍ଲା ସମାଜସେବୀ ସଂଘ ରନ୍ଧା ଖାଦ୍ୟ ବଣ୍ଟନ କରିବାର ପ୍ରୟାସ କରିବ l

Bargarh, Bargarh (Baragarh) | Jul 30, 2026