Latest News in Ambabhona (Local videos)
ଅମ୍ବାଭୋନା: ଲଗାଣ ବର୍ଷା ଯୋଗୁଁ ଗତ ବିଳମ୍ବିତ ରାତିରେ ଅନ୍ତରାଡି ଗ୍ରାମର ଗରୀବ ମହିଳାଙ୍କ ମାଟିଘର ଭୁଷୁଡି ଯିବାରୁ ବିପଦପୂର୍ଣ୍ଣ ଅବସ୍ଥାରେ ରହୁଛନ୍ତି
Ambabhona, Bargarh (Baragarh) | Jul 8, 2025
harishbhoi
Follow
Share
Next Videos
ଅମ୍ବାଭୋନା: ଅମ୍ବାଭୋନା ବ୍ଲକରେ ଲଗାଣ ବର୍ଷାରେ ବଢୁଛି ନିକଟସ୍ଥ ମହାନଦୀରେ ଜଳସ୍ତର
harishbhoi
Ambabhona, Bargarh (Baragarh) | Jul 8, 2025
ଅମ୍ବାଭୋନା: ଅନ୍ତରାଡି ଗ୍ରାମରେ ଆଜି ବାହୁଡାଯାତ୍ରା ଆଜି ମହାସମାରୋହରେ ଅନୁଷ୍ଠିତ ହୋଇଛି । ଯୋଗଦାନ କଲେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ।
harishbhoi
Ambabhona, Bargarh (Baragarh) | Jul 6, 2025
ଅମ୍ବାଭୋନା: ବଡମାଳ ଗ୍ରାମରେ ପ୍ରସିଦ୍ଧ ବାହୁଡାଯାତ୍ରା ଅନୁଷ୍ଠିତ, ପରିବେଷଣ ହେଲା ପ୍ରସିଦ୍ଧ ସଂପ୍ରଦା ଲୋକନୃତ୍ଯ
harishbhoi
Ambabhona, Bargarh (Baragarh) | Jul 6, 2025
ଅମ୍ବାଭୋନା: ବରା ଗ୍ରାମ ନିକଟସ୍ଥ ତ୍ରିନାଥ ଛକ ରେ ଅଂଚଲର ପ୍ରସିଦ୍ଧ ବାହୁଡାଯାତ୍ରା ଆଜି ମହାସମାରୋହରେ ଅନୁଷ୍ଠିତ ହୋଇଛି। ଯୋଗଦାନ କଲେ ହଜାର ହଜାର ଭକ୍ତ
harishbhoi
Ambabhona, Bargarh (Baragarh) | Jul 5, 2025
ଅମ୍ବାଭୋନା: କୁମ୍ବୋ ଠାରେ ଅମ୍ବାଭୋନା ବନାଞ୍ଚଳ ଅଧିକାରୀଙ୍କ ସହ ବନ ମହୋତ୍ସବ ପାଳନ ଅବସରରେ ଆଜି ଯୋଗଦାନ କଲେ ଭଟଲୀ ବିଧାୟକ
harishbhoi
Ambabhona, Bargarh (Baragarh) | Jul 4, 2025
ଅମ୍ବାଭୋନା: ପ୍ରବଳ ବର୍ଷାରେ ଭାଙ୍ଗିଲା ଅନ୍ତରାଡି ଗ୍ରାମର ହରିଜନ ପଡାର 2 ଜଣଙ୍କ କଚ୍ଚା ଘର
harishbhoi
Ambabhona, Bargarh (Baragarh) | Jul 3, 2025
ଅମ୍ବାଭୋନା: ବଡମାଳ ଗ୍ରାମ ସମେତ ଅମ୍ବାଭୋନା ବ୍ଲକର ଅନେକ ଅଂଚଲରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ, ଅନେକ ଧାନ ଓ ପନିପରିବା ଫସଲ ମନଷ୍ଟ
harishbhoi
Ambabhona, Bargarh (Baragarh) | Jul 3, 2025
ଅମ୍ବାଭୋନା: ଅମ୍ବାଭୋନା ରୁ ସମରଧରା ମଝି ମୁଖ୍ଯ ରାସ୍ତା ବର୍ଷ ବର୍ଷ ଧରି ଅତି କଦର୍ଯ୍ୟ ଓ ଶୋଚନୀୟ,ଏହି ରାସ୍ତାରେ ବାରମ୍ବାର ହେଉଛି ଦୁର୍ଘଟଣା
#Jansamasya
harishbhoi
Ambabhona, Bargarh (Baragarh) | Jul 2, 2025
ଅମ୍ବାଭୋନା: ରୁଚିଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନ କଲେ ଅମ୍ବାଭୋନା ଏବିଇଓ
harishbhoi
Ambabhona, Bargarh (Baragarh) | Jul 2, 2025
ଅମ୍ବାଭୋନା: କର୍ଲା ସ୍କୁଲ ପରସର ଓ ଗ୍ରାମର ଅନ୍ଯାନ୍ଯ ଅଂଚଲରେ ଆଜି ବୃକ୍ଷରୋପଣ କରାଯାଇ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଲଖନପୁର ତରଫରୁ ବନ ମହୋତ୍ସବ ପାଲିତ
harishbhoi
Ambabhona, Bargarh (Baragarh) | Jul 1, 2025
ଅମ୍ବାଭୋନା: ଲେଥେର୍, ଲେଲେହର ଓ ଆଖପାଖ ଅଞ୍ଚଳରେ ଜିଓ ନେଟୱାର୍କ ସ୍ଲୋ ଯୋଗୁଁ ଉପଭୋକ୍ତା ହନ୍ତସନ୍ତ
#jansamasya
harishbhoi
Ambabhona, Bargarh (Baragarh) | Jun 30, 2025
ଅମ୍ବାଭୋନା: ପରୁଆଭାଡି ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରାମେଶ୍ଵର ସାହୁ ଙ୍କ ବିଦାୟ ସମ୍ବର୍ଦ୍ଦନା ସଭା ଅନୁଷ୍ଠିତ, ଦେଖନ୍ତୁ ମତାମତ
harishbhoi
Ambabhona, Bargarh (Baragarh) | Jun 30, 2025
ଅମ୍ବାଭୋନା: ବଡମାଳ ଗ୍ରାମରେ ଅଂଚଲର ପ୍ରସିଦ୍ଧ ଘୋଷଯାତ୍ରା ଆଜି ମହାସମାରୋହରେ ଅନୁଷ୍ଠିତ ହେଲା, ଯୋଗଦେଲେ ହଜାର ହଜାର ଭକ୍ତ
harishbhoi
Ambabhona, Bargarh (Baragarh) | Jun 29, 2025
ଅମ୍ବାଭୋନା: ଅନ୍ତରାଡି ଗ୍ରାମରେ ଅଂଚଲର ପ୍ରସିଦ୍ଧ ଘୋଷଯାତ୍ରା ଆଜି ମହାସମାରୋହରେ ଅନୁଷ୍ଠିତ ହେଲା କିନ୍ତୁ ବର୍ଷା ସାଜିଲା ବାଧକ
harishbhoi
Ambabhona, Bargarh (Baragarh) | Jun 28, 2025
ଅମ୍ବାଭୋନା: ଅମ୍ବାଭୋନା ଗ୍ରାମରେ ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ଅନୁଷ୍ଠିତ, ଯୋଗଦାନ କଲେ ହଜାର ହଜାର ଭକ୍ତ
harishbhoi
Ambabhona, Bargarh (Baragarh) | Jun 27, 2025
ଅମ୍ବାଭୋନା: କେଦାରନାଥ ମନ୍ଦିର ନିକଟସ୍ଥ ମୁଖ୍ଯ ରାସ୍ତା ଅତ୍ୟନ୍ତ ଶୋଚନୀୟ ଓ ବଡ ବଡ ଖାଲଖମାରେ ଭର୍ତ୍ତି
#jansamasya
harishbhoi
Ambabhona, Bargarh (Baragarh) | Jun 26, 2025
ଅମ୍ବାଭୋନା: ଲୁଦୁପାଲୀ ଗ୍ରାମ ନିକଟସ୍ଥ ପଡାରୁ ଆଜି ଏକ 6 ଫୁଟ ଲମ୍ବର ବିରାଟ ବିଷାକ୍ତ ନାଗସାପ ଉଦ୍ଧାର କଲେ ତାଲିମପ୍ରାପ୍ତ ସାପଧରାଲୀ RK ମହାପାତ୍ର
harishbhoi
Ambabhona, Bargarh (Baragarh) | Jun 24, 2025
ଅମ୍ବାଭୋନା: ଭାଲୁଟାଲ ଗ୍ରାମରେ ଡାଇରିଆ ରୋଗୀଙ୍କ ସଂଖ୍ୟା ଆଜି ପୂଣି 3 ବଢିଥିଲା ବେଲେ ସଂପୁର୍ଣ୍ଣ ସ୍ଥିତି ନିୟନ୍ତଣରେ ଅଛି ବୋଲି ମତାମତ ଦେଲେ ବରଗଡ CDMO
harishbhoi
Ambabhona, Bargarh (Baragarh) | Jun 23, 2025
ଅମ୍ବାଭୋନା: କହ୍ନେଇପାଲୀ ମୁଖ୍ଯ ରାସ୍ତାର ଅବସ୍ଥା ଶୋଚନୀୟ ଓ ଖାଲଖମାରେ ଭର୍ତ୍ତି
#jansamasya
harishbhoi
Ambabhona, Bargarh (Baragarh) | Jun 23, 2025
ଅମ୍ବାଭୋନା: ଭୁକ୍ତା ମାର୍କେଟ ୟାର୍ଡ ଧାନ ମଣ୍ଡିରେ ଧାନ କିଣା ବିକା ସ୍ଥିତିକୁ ନେଇ ମାର୍କେଟ ୟାର୍ଡ ଇନଚାର୍ଜ ରଖିଲେ ପ୍ରତିକ୍ରିୟା
harishbhoi
Ambabhona, Bargarh (Baragarh) | Jun 23, 2025
ଅମ୍ବାଭୋନା: ଭାଲୁଟାଲ ଗ୍ରାମରେ ଡାଇରିଆ ସ୍ଥିତି ନିୟନ୍ତଣାଧିନ ରହିଛି , ଆଜି ଭାଲୁଟାଲ ଗ୍ରାମକୁ ଏନେଇ ପରିଦର୍ଶନ କଲେ ବରଗଡ CDMO
harishbhoi
Ambabhona, Bargarh (Baragarh) | Jun 22, 2025
ଅମ୍ବାଭୋନା: ଡୁଙ୍ଗିପାଲୀ ପ୍ରାଥମିକ ବିଦ୍ୟାଳୟରୁ ଏକ ବିଷାକ୍ତ 5 ଫୁଟ ଲମ୍ବର ଗୋଖର ସାପ ଉଦ୍ଧାର କଲେ ତାଲିମପ୍ରାପ୍ତ ସାପଧରାଲୀ RK ମହାପାତ୍ର
harishbhoi
Ambabhona, Bargarh (Baragarh) | Jun 20, 2025
ଅମ୍ବାଭୋନା: ଉତ୍ତମ ଗ୍ରା:ପ: କାର୍ଯ୍ୟାଲୟ ପରିସରରେ ଆଜି ବିଜେପି ସରକାର ର ଏକବର୍ଷ ପୁର୍ତ୍ତି ଉପଲବ୍ଧି ନେଇ ବିକାଶ ବାହନ ରଥ କୁ ସ୍ବାଗତ କଲେ ପଞ୍ଚାୟତବାସୀ
harishbhoi
Ambabhona, Bargarh (Baragarh) | Jun 20, 2025
ଅମ୍ବାଭୋନା: ଅମ୍ବାଭୋନା ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ଅନୁଷ୍ଠିତ
harishbhoi
Ambabhona, Bargarh (Baragarh) | Jun 18, 2025
Load More
Contact Us
Your browser does not support JavaScript!