Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ମହୁଲପାଲି: କେସାଇବାହାଲ ଠାରେ ଗୋଣ୍ଡ ସମାଜ ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

Mahulpalli, Sambalpur | Oct 5, 2025
ବାମରା ବ୍ଲକ ଅନ୍ତର୍ଗତ କେସାଇବାହାଲ୍ ଠାରେ ଗଣ୍ଡ ସମାଜ ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲା ଗଣ୍ଡ ସମାଜ ର ମିଳିତ ଆନୁକୁଲ୍ୟରେ ରବିବାର ଦିନ ଆୟୋଜିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମ ରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗୋଣ୍ଡ ସମାଜ ର ସାମାଜିକ ବ୍ୟବସ୍ଥା, ସମାଜ ର ଉନ୍ନତି ଓ ବିକାଶ ନେଇ ନିଜ ମତ ବ୍ୟକ୍ତ କରିଥିଲେ।