Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ମହୁଲପାଲି: ଫଟାଟାଙ୍ଗର ଗ୍ରାମ ରେ ଚାଷୀ ଅନୁଭୂତି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

Mahulpalli, Sambalpur | Sep 22, 2025
ବାମରା ବ୍ଲକ କେଶଇବାହାଲ ଗ୍ରାମ ପଞ୍ଚାୟତ ନ୍ତର୍ଗତ ଫଟାଟାଙ୍ଗର ଗ୍ରାମରେ ସମ୍ବଲପୁର ସାମାଜିକ ସେବା ସଂସ୍ଥା ଆନୁକୂଲ୍ୟରେ ସୋମବାର ଦିନ ଏକ ଚାଷୀ ଅନୁଭୂତି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। LPO ସଭାପତି ଦୀନବନ୍ଧୁ ମାଝୀ ଙ୍କ ସଂଯୋଜନା ସଂସ୍ଥା ର ପାର୍ଟନର ଆସୁନ୍ତା କେର୍କେଟା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ ଦେଇଥିଲେ। ଏଥରେ ଅମଲିଖମନ୍, ମୁଣ୍ଡକଟା, ଚାରମାଲ ଓ ତେଣ୍ଡାକୁଦର ଗ୍ରାମରୁ ଚାଷୀ ମାନେ ଉପସ୍ଥିତ ରହି ପ୍ରଗତି ପ୍ରକଳ୍ପ ଦ୍ୱାରା ପାରମ୍ପରିକ ଚାଷକୁ ନେଇ ଚାଷୀ ମାନେ ନିଜ ନିଜ ଅନୁଭୂତି ବଣ୍ଟନ କରିଥିଲେ।
ମହୁଲପାଲି: ଫଟାଟାଙ୍ଗର ଗ୍ରାମ ରେ ଚାଷୀ ଅନୁଭୂତି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ - Mahulpalli News