Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ମହୁଲପାଲି: କର୍ଲିଆଡିହି କୁ ନୂତନ ପଞ୍ଚାୟତ ଭାବେ ଗଠନ କରିବା ଦାବି ନେଇ ପାଞ୍ଚଗାଁ ଛକ ଠାରେ ଏକ ବୈଠକ ଅନୁଷ୍ଠିତ

Mahulpalli, Sambalpur | Sep 27, 2025
ବାମରା ବ୍ଲକ ଜରବଗା ପଞ୍ଚାୟତ ଅନ୍ତର୍ଗତ କର୍ଲିଆଡିହି କୁ ନୂତନ ପଞ୍ଚାୟତ ଭାବେ ଗଠନ କରିବା ଦାବି ନେଇ ପାଞ୍ଚଗାଁ ଛକ ଠାରେ ଏକ ବୈଠକ ଆୟୋଜିତ ହୋଇଥିବା ଜଣାପଡିଛି। ଶନିବାର ଆୟୋଜିତ ହୋଇଥିବା ଉକ୍ତ ବୈଠକ ରେ ବେତଝରନ୍, କନ୍ଧକୁଲେଇ, ଲପଡ଼ା ଓ କର୍ଲିଆଡିହି ଗ୍ରାମ ର ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ରହି କର୍ଲିଆଡିହି ଗ୍ରାମ କୁ ନୂତନ ଗ୍ରାମ ପଞ୍ଚାୟତ ଭାବେ ଗଠନ କରିବା ନେଇ ଦାବି ଜଣାଇଥିଲେ।
ମହୁଲପାଲି: କର୍ଲିଆଡିହି କୁ ନୂତନ ପଞ୍ଚାୟତ ଭାବେ ଗଠନ କରିବା ଦାବି ନେଇ ପାଞ୍ଚଗାଁ ଛକ ଠାରେ ଏକ ବୈଠକ ଅନୁଷ୍ଠିତ - Mahulpalli News