Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ମହୁଲପାଲି: ନୂତନ ବ୍ଲକ ଗଠନ ଦାବି ନେଇ ଜରାବଗା ଠାରେ ଏକ ବୈଠକ ଅନୁଷ୍ଠିତ

Mahulpalli, Sambalpur | Sep 24, 2025
ସମ୍ବଲପୁର ଜିଲ୍ଲା ବାମରା ବ୍ଲକ କୁ ବିଭକ୍ତ କରି ଜରାବଗା ପଞ୍ଚାୟତକୁ ନୂତନ ବ୍ଲକ ଭାବେ ଗଠନ କରିବା ଦାବି ନେଇ ଜରାବଗା ଠାରେ ଏକ ବୈଠକ ଆୟୋଜିତ ହୋଇଥିବା ଜଣାପଡିଛି। ଏଥିରେ ଲରିଆପାଲି ଓ ଜରାବଗା ପଞ୍ଚାୟତର ଶତାଧିକ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ। ନୁଆଁଡିହି ଗୌନ୍ତିଆ ସୁରେନ୍ଦ୍ର ପଟେଲଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ୧୨ ଟାରୁ ସନ୍ଧ୍ୟା ୫ ଟା ମଧ୍ୟରେ ଆୟୋଜିତ ହୋଇଥିବା ହୋଇଥିବା ବୈଠକ ରେ ସୁରେଶ ଘୋଷ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।