Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ମହୁଲପାଲି: ଚାରମାଲ ଠାରେ ସରକାରୀ ଯୋଜନା କୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Mahulpalli, Sambalpur | Sep 20, 2025
ବାମରା ବ୍ଲକ କେଶାଇବାହାଲ ପଞ୍ଚାୟତ ଅନ୍ତର୍ଗତ ଚାରମାଲ ଠାରେ ସମ୍ବଲପୁର ସାମାଜିକ ସେବା ସନ୍ସ୍ଥା ପକ୍ଷରୁ ସରକାରୀ ଯୋଜନା ସଚେତନତା କାର୍ଯ୍ୟକାରୀ ଆୟୋଜିତ ହୋଇଯାଇଛି। ଶନିବାର ଆୟୋଜିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମ ଦ୍ଵାରା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ବିଷୟ ରେ ବୁଝାଇଥିଲେ। ଏବଂ କିପରି ସରକାରୀ ଯୋଜନା ର ଲାଭ ମିଳି ପାରିବ ଏନେଇ ସଚେତନ କରାଯାଇଥିଲା।
ମହୁଲପାଲି: ଚାରମାଲ ଠାରେ ସରକାରୀ ଯୋଜନା କୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ - Mahulpalli News