ବାରିପଦା ସଦର: ବାରିପଦାରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ, ଆଲୋଚନା ହେଲା ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କାର୍ଯ୍ୟକ୍ରମ
ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କମିଟି ପୂର୍ବ ପକ୍ଷରୁ ବାରିପଦା ସର୍କିଟ ହାଉସରେ ଅନୁଷ୍ଠିତ ହୋଇଛି ସାମ୍ବାଦିକ ସମ୍ମିଳନୀ। ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କାର୍ଯ୍ୟକ୍ରମକୁ ନେଇ ଦଳୀୟ ନେତାମାନେ କରିଛନ୍ତି ଆଲୋଚନା।