ବାରିପଦା ସଦର: ମୟୂରଭଞ୍ଜ: ୫ ଜଣଙ୍କୁ ମିଳିଲା ଜଳଖିଆ କେବିନ୍, ସ୍ୱାବଲମ୍ବୀ ହେବେ ଗରିବ ଯୁବକଯୁବତୀ
ମୟୂରଭଞ୍ଜ ଜିଲ୍ଲାର ଅସହାୟ ଯୁବକଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ପ୍ରୟାସ। ପ୍ରଥମ ପର୍ଯ୍ୟାୟରେ ୫ ଜଣଙ୍କୁ ମିଳିଲା ଜଳଖିଆ କେବିନ୍ ଓ ରୋଷେଇ ସାମଗ୍ରୀ।