ବାରିପଦା ସଦର: ମୟୂରଭଞ୍ଜରେ ଯୁବ ରେଡକ୍ରସର ଗୁରୁତ୍ୱପୂର୍ଣ୍ଣ ବୈଠକ
ବାରିପଦା ଏମ୍.ପି.ସି. କଲେଜରେ ଅନୁଷ୍ଠିତ ହେଲା ଯୁବ ରେଡକ୍ରସ ମୟୂରଭଞ୍ଜ ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକ। ଚଳିତ ଶିକ୍ଷା ବର୍ଷ ପାଇଁ ରକ୍ତଦାନ, ବୃକ୍ଷ ରୋପଣ ଓ ସଡ଼କ ସୁରକ୍ଷା ଭଳି ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି ନିଆଯାଇଛି।