ମୋରଡା: ହାଣ୍ଡିଭଙ୍ଗା ନାଳ ଉପରେ ନିର୍ମାଣ ହେବ ଉଚ୍ଚ ସେତୁ, ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ
ସେତୁ ବନ୍ଧନ ଯୋଜନା ଅଧୀନରେ ଆରଡି ରାସ୍ତା ଠାରୁ ହାଣ୍ଡିଭଙ୍ଗା ରାସ୍ତାରେ ହାଣ୍ଡିଭଙ୍ଗା ନାଳ ଉପରେ ଉଚ୍ଚସେତୁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର।