ଯୁବ କଂଗ୍ରେସକୁ ମଜବୁତ୍ କରିବା ପାଇଁ ନାମାଙ୍କନ ସଭା ଅନୁଷ୍ଠିତ। ଜିଲ୍ଲାରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ସହ ଯୁବପିଢ଼ିଙ୍କୁ ଦଳରେ ଅଧିକ ସକ୍ରିୟ କରିବା ଉପରେ ଗୁରୁତ୍ୱ। ଯୁବ କଂଗ୍ରେସକୁ ଆହୁରି ସଶକ୍ତ କରିବା ଏବଂ ଲୋକଙ୍କ ସ୍ୱାର୍ଥରେ କାର୍ଯ୍ୟ କରିବା ନେଇ ସଭାରେ ଆଲୋଚନା କରାଯାଇଛି। ଆଗାମୀ ଦିନରେ ଯୁବଶକ୍ତି ହିଁ କଂଗ୍ରେସ ସଂଗଠନର ମୁଖ୍ୟ ଆଧାର ହେବ ବୋଲି ଦଳ ଆଶା ପ୍ରକାଶ କରିଛି। #YouthCongress #Congress #Malkangiri #DailyMalkangiri