Public App Logo
Profile Picture

Daily Malkangiri

@abhisek.govind
412Followers
0Following
ମାଲକାନଗିରି ସଂସ୍କୃତି ଭବନରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ସମାରୋହ! 
​
​ବନ୍ୟପ୍ରାଣୀ ଓ ପ୍ରକୃତିର ସୁରକ୍ଷା ପାଇଁ ପ୍ରୟାସ। ଆଜି ମାଲକାନଗିରି ସଂସ୍କୃତି ଭବନଠାରେ ମାଲକାନଗିରି ବନଖଣ୍ଡ ସୌଜନ୍ୟରୁ ୭୨ତମ ବନ୍ୟପ୍ରାଣୀ ସପ୍ତାହ-୨୦୨୬ ସଫଳତାର ସହ ପାଳିତ ହୋଇଯାଇଛି। 

<nis:link nis:type=tag nis:id=wildlifeweek2026 nis:value=WildlifeWeek2026 nis:enabled=true nis:link/> <nis:link nis:type=tag nis:id=malkangiri nis:value=Malkangiri nis:enabled=true nis:link/> <nis:link nis:type=tag nis:id=wildlifeodisha nis:value=WildlifeOdisha nis:enabled=true nis:link/> <nis:link nis:type=tag nis:id=forestdepartment nis:value=ForestDepartment nis:enabled=true nis:link/> <nis:link nis:type=tag nis:id=natureconservation nis:value=NatureConservation nis:enabled=true nis:link/> <nis:link nis:type=tag nis:id=malkangiriforestdivision nis:value=MalkangiriForestDivision nis:enabled=true nis:link/> <nis:link nis:type=tag nis:id=protectwildlife nis:value=ProtectWildlife nis:enabled=true nis:link/>
ମାଲକାନଗିରି ସଂସ୍କୃତି ଭବନରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ସମାରୋହ! 

<nis:link nis:type=tag nis:id=wildlifeweek2026 nis:value=WildlifeWeek2026 nis:enabled=true nis:link/> <nis:link nis:type=tag nis:id=malkangiri nis:value=Malkangiri nis:enabled=true nis:link/> <nis:link nis:type=tag nis:id=wildlifeodisha nis:value=WildlifeOdisha nis:enabled=true nis:link/> <nis:link nis:type=tag nis:id=forestdepartment nis:value=ForestDepartment nis:enabled=true nis:link/> <nis:link nis:type=tag nis:id=natureconservation nis:value=NatureConservation nis:enabled=true nis:link/> <nis:link nis:type=tag nis:id=malkangiriforestdivision nis:value=MalkangiriForestDivision nis:enabled=true nis:link/> <nis:link nis:type=tag nis:id=protectwildlife nis:value=ProtectWildlife nis:enabled=true nis:link/>
ମାଲକାନଗିରି ମାଟିର ବୀର ସୁପୁତ୍ର ତଥା ଶହୀଦ ସିପାହୀ ରମେଶ ହଲୱାଙ୍କ ବଳିଦାନକୁ ସ୍ମରଣ କରି ମାଲକାନଗିରି ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ CRPF ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଓ ସ୍ମୃତି ପର୍ବ ଆୟୋଜିତ ହୋଇଛି।

<nis:link nis:type=tag nis:id=malkangiri nis:value=Malkangiri nis:enabled=true nis:link/>
ମାଲକାନଗିରି ପାଣ୍ଡ୍ରିପାଣି ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା

ପାଣ୍ଡ୍ରିପାଣି ପେଟ୍ରୋଲ ପମ୍ପ ନିକଟରେ ଦୁଇଟି ଟ୍ରକ ମଧ୍ୟରେ ଧକ୍କା ହୋଇ ସଡ଼କ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଛତିଶଗଡ଼ର ରୁ ଚନେଇ ଅଭିମୁଖେ ଲୁହା ବୋଝେଇ ଯାଉଥିବା ଦୁଇଟି ଟ୍ରକ ମଧ୍ୟରୁ ଗୋଟିଏ ଟ୍ରକ ଅନ୍ୟ ଟ୍ରକର ପଛପଟକୁ ଧକ୍କା ଦେଇଥିଲା। ଘଟଣାରେ ଟ୍ରକ ଚାଳକ ଗୁରୁତର ଆହତ ହୋଇଥିବା ବେଳେ, ତାଙ୍କୁ  ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଭୋଟର ତାଲିକା ଓ SIR ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ମାଲକାନଗିରି ଜିଲ୍ଲା କଂଗ୍ରେସର ବିକ୍ଷୋଭ ।

<nis:link nis:type=tag nis:id=malkangiri nis:value=Malkangiri nis:enabled=true nis:link/>
ପଡିଆରେ ବିଜେଡିର ସାମ୍ବାଦିକ ସମ୍ମିଳନୀ I

ବିଧାୟକଙ୍କ ପ୍ରତିନିଧିଙ୍କ ବିରୋଧରେ ୫% ପିସି ମାଗିବା ଅଭିଯୋଗ ଆଣିଲା ବିଜେଡି। ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି ଦଳ।

ଅଭିଯୋଗ ସମ୍ପର୍କରେ ସଠିକ୍ ତଦନ୍ତ କରି ସତ୍ୟାସତ୍ୟ ସାମ୍ନାକୁ ଆଣିବାକୁ ବିଜେଡି ପକ୍ଷରୁ ଦାବି କରାଯାଇଛି।

<nis:link nis:type=tag nis:id=malkangiri nis:value=Malkangiri nis:enabled=true nis:link/> <nis:link nis:type=tag nis:id=podia nis:value=Podia nis:enabled=true nis:link/> <nis:link nis:type=tag nis:id=bjd nis:value=BJD nis:enabled=true nis:link/> <nis:link nis:type=tag nis:id=malkangirinews nis:value=MalkangiriNews nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/> <nis:link nis:type=tag nis:id=breakingnews nis:value=BreakingNews nis:enabled=true nis:link/> <nis:link nis:type=tag nis:id=dailymalkangiri nis:value=DailyMalkangiri nis:enabled=true nis:link/>
ବନ୍ୟା ବିପନ୍ନଙ୍କ ପାଖରେ ‘ସମାଜ’
ପୋଟେରୁ ଓ ଆଖପାଖ ଗ୍ରାମର ୫୦୦ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ଲଗାଣ ବର୍ଷା ଓ ଲଘୁଚାପ ପ୍ରଭାବରେ ମାଲକାନଗିରି ଜିଲ୍ଲାର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଥିବା ବେଳେ ଜନଜୀବନ ପ୍ରଭାବିତ ହୋଇଛି। ବିଭିନ୍ନ ନଦୀନାଳର ଜଳସ୍ତର ବୃଦ୍ଧି ପାଇବା ସହ ଅନେକ ଗାଁରେ ବନ୍ୟାଜଳ ପ୍ରବେଶ କରିଥିଲା। ଏଭଳି ବିପଦ ସମୟରେ ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚିଛି ‘ସମାଜ’। ‘ସମାଜ’ ଓ ଲୋକସେବକ ମଣ୍ଡଳୀ ପକ୍ଷରୁ ବୋଦିଲି ପଞ୍ଚାୟତର ପୋଟେରୁ ସମେତ ଆଖପାଖ ଗ୍ରାମରେ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି।

<nis:link nis:type=tag nis:id=malkangiri nis:value=Malkangiri nis:enabled=true nis:link/>
ମାଲକାନଗିରି ଗ୍ରାମ୍ୟ ନିର୍ମାଣ ବିଭାଗର ଯନ୍ତ୍ରୀଙ୍କୁ ମନ୍ତ୍ରୀଙ୍କ ପ୍ରଶଂସା!

ମାଲକାନଗିରି ଜିଲ୍ଲାର ଦୁର୍ଗମ ତଥା ମାଓ-ପ୍ରଭାବିତ ‘ସ୍ୱାଭିମାନ ଅଞ୍ଚଳ’ରେ ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ନିର୍ମାଣ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ବେହେରାଙ୍କ ନିଷ୍ଠା ଓ ସାହସକୁ ପ୍ରଶଂସା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ଯେଉଁ ଦୁର୍ଗମ ଅଞ୍ଚଳକୁ ଯାନବାହନରେ ପହଞ୍ଚିବା ଅସମ୍ଭବ ଥିଲା, ସେଠାରେ ଶ୍ରୀ ବେହେରା ଗ୍ରାମବାସୀଙ୍କଠାରୁ ଘୋଡ଼ା ଧାର ନେଇ ଏବଂ ଡଙ୍ଗାରେ ନଦୀ ପାର ହୋଇ ବୈଷୟିକ ସର୍ଭେ କାର୍ଯ୍ୟ ସମ୍ପନ୍ନ କରିଥିଲେ। ତାଙ୍କର ଏହି ନିଷ୍ଠା ଓ ସାହସ ଯୋଗୁଁ ଦୁର୍ଗମ ଅଞ୍ଚଳରେ ରାସ୍ତା ନିର୍ମାଣ ଓ ବିକାଶର ପଥ ପ୍ରଶସ୍ତ ହୋଇପାରିଛି ବୋଲି ମନ୍ତ୍ରୀ ପ୍ରଶଂସା କରିଛନ୍ତି।

<nis:link nis:type=tag nis:id=missionsadak nis:value=MissionSadak nis:enabled=true nis:link/> <nis:link nis:type=tag nis:id=missionroad nis:value=MissionRoad nis:enabled=true nis:link/> <nis:link nis:type=tag nis:id=malkangiri nis:value=Malkangiri nis:enabled=true nis:link/> <nis:link nis:type=tag nis:id=pruthvirajharichandan nis:value=PruthvirajHarichandan nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/> <nis:link nis:type=tag nis:id=malkangirinews nis:value=MalkangiriNews nis:enabled=true nis:link/> <nis:link nis:type=tag nis:id=developmentwork nis:value=DevelopmentWork nis:enabled=true nis:link/> <nis:link nis:type=tag nis:id=latestnews nis:value=LatestNews nis:enabled=true nis:link/> <nis:link nis:type=tag nis:id=swabhimananchal nis:value=SwabhimanAnchal nis:enabled=true nis:link/> <nis:link nis:type=tag nis:id=roaddevelopment nis:value=RoadDevelopment nis:enabled=true nis:link/>
ମାଲକାନଗିରି ସହର ଦେଇ ଯାଇଥିବା ଜାତୀୟ ରାଜପଥ ୩୨୬ର ଏ କି ଅବସ୍ଥା?

ରାସ୍ତାର ଅବସ୍ଥା ଏଭଳି ହୋଇଛି ଯେ, ଗୋଟିଏ ଗାଡ଼ି ଗଲେ ଚାରିଆଡ଼େ ଧୂଳି ଉଡ଼ୁଛି। ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଗାଡ଼ି ଯାତାୟାତ କରୁଥିବା ବେଳେ ଧୂଳି ଓ ଖାଲଖମା ଯୋଗୁଁ ଯାତ୍ରୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

<nis:link nis:type=tag nis:id=malkangiri nis:value=Malkangiri nis:enabled=true nis:link/> <nis:link nis:type=tag nis:id=malkangirinews nis:value=MalkangiriNews nis:enabled=true nis:link/> <nis:link nis:type=tag nis:id=nh326 nis:value=NH326 nis:enabled=true nis:link/> <nis:link nis:type=tag nis:id=nationalhighway326 nis:value=NationalHighway326 nis:enabled=true nis:link/> <nis:link nis:type=tag nis:id=roadcondition nis:value=RoadCondition nis:enabled=true nis:link/> <nis:link nis:type=tag nis:id=badroad nis:value=BadRoad nis:enabled=true nis:link/> <nis:link nis:type=tag nis:id=roadproblem nis:value=RoadProblem nis:enabled=true nis:link/> <nis:link nis:type=tag nis:id=roadsafety nis:value=RoadSafety nis:enabled=true nis:link/> <nis:link nis:type=tag nis:id=roadaccident nis:value=RoadAccident nis:enabled=true nis:link/> <nis:link nis:type=tag nis:id=dustproblem nis:value=DustProblem nis:enabled=true nis:link/> <nis:link nis:type=tag nis:id=malkangiridistrict nis:value=MalkangiriDistrict nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/> <nis:link nis:type=tag nis:id=dailymalkangiri nis:value=DailyMalkangiri nis:enabled=true nis:link/> <nis:link nis:type=tag nis:id=breakingnews nis:value=BreakingNews nis:enabled=true nis:link/> <nis:link nis:type=tag nis:id=groundreport nis:value=GroundReport nis:enabled=true nis:link/> <nis:link nis:type=tag nis:id=publicissue nis:value=PublicIssue nis:enabled=true nis:link/> <nis:link nis:type=tag nis:id=roadrepair nis:value=RoadRepair nis:enabled=true nis:link/>
ଓଏମସି ପୁରୀ କୋଷ୍ଟାଲ ମାରାଥନ ଓଡ଼ିଶା ପ୍ରୋମୋ ରନ୍ ସହ ମାଲକାନଗିରିରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇଛି। ଇନଡୋର ଷ୍ଟାଡିୟମରୁ ଆରମ୍ଭ ହୋଇଥିବା ଏହି ପ୍ରୋମୋ ରନ୍ ମଲ୍ଲିକେଶ୍ୱର ଶିବ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ୫୦୦ରୁ ଅଧିକ ପ୍ରତିଯୋଗୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। 

<nis:link nis:type=tag nis:id=dailymalkangiri nis:value=DailyMalkangiri nis:enabled=true nis:link/> <nis:link nis:type=tag nis:id=malkangiri nis:value=Malkangiri nis:enabled=true nis:link/> <nis:link nis:type=tag nis:id=worldtourismday nis:value=WorldTourismDay nis:enabled=true nis:link/> <nis:link nis:type=tag nis:id=puricoastalmarathon nis:value=PuriCoastalMarathon nis:enabled=true nis:link/> <nis:link nis:type=tag nis:id=promorun nis:value=PromoRun nis:enabled=true nis:link/> <nis:link nis:type=tag nis:id=odishatourism nis:value=OdishaTourism nis:enabled=true nis:link/>
ମାଥିଲି ବ୍ଲକ AEEଙ୍କ ଘରେ ଭିଜିଲାନ୍ସ ଚଢ଼ଉ I

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଥିଲି ବ୍ଲକର AEE ଶିଶିର କୁମାର ଦାସଙ୍କ ସମ୍ପର୍କିତ ୬ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ ଜାରି ରହିଛି।

ଭୁବନେଶ୍ୱର, ବ୍ରହ୍ମପୁର ଓ ମାଲକାନଗିରିର ବିଭିନ୍ନ ସ୍ଥାନ ସମେତ ମାଲକାନଗିରି DRDA କାର୍ଯ୍ୟାଳୟ କକ୍ଷରେ ମଧ୍ୟ ଖୋଳତାଡ଼ ଚାଲିଛି। ଚଢ଼ଉରେ ଜଣେ ଅତିରିକ୍ତ ଏସପି, ୫ ଜଣ ଡିଏସପି ଓ ୫ ଜଣ ଇନ୍ସପେକ୍ଟରଙ୍କ ସମେତ ଭିଜିଲାନ୍ସ ଟିମ୍ ସାମିଲ ଅଛନ୍ତି।

ବର୍ତ୍ତମାନ ସୁଦ୍ଧା ଖୋଳତାଡ଼ ଜାରି ରହିଥିବା ବେଳେ ସମ୍ପତ୍ତିର ମୋଟ ଆକଳନ ସମ୍ପର୍କରେ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

<nis:link nis:type=tag nis:id=dailymalkangiri nis:value=DailyMalkangiri nis:enabled=true nis:link/> <nis:link nis:type=tag nis:id=malkangiri nis:value=Malkangiri nis:enabled=true nis:link/> <nis:link nis:type=tag nis:id=vigilanceraid nis:value=VigilanceRaid nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/> <nis:link nis:type=tag nis:id=breakingnews nis:value=BreakingNews nis:enabled=true nis:link/>
ମାଲକାନଗିରି ଜିଲ୍ଲାରେ ବର୍ଷାର ପରିମାଣ କମିଥିଲେ ବି ସୁଧୁରିନି ସ୍ଥିତି। ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବହୁ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏନେଇ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ। ଜିଲ୍ଲାରେ ବନ୍ୟା ଓ ବର୍ଷା ପରିସ୍ଥିତି ଏବଂ ପ୍ରଶାସନର ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ନେଇ ସମ୍ପୂର୍ଣ୍ଣ ବିବରଣୀ ରଖିଛନ୍ତି ଜିଲ୍ଲାପାଳ।

<nis:link nis:type=tag nis:id=dmmalkangiri nis:value=DmMalkangiri nis:enabled=true nis:link/>
ମାଲକାନଗିରି ଜିଲ୍ଲାର ବର୍ଷା ରିପୋର୍ଟ I

୨୫ ସେପ୍ଟେମ୍ବର ସକାଳ ୮ଟାରୁ ୨୬ ସେପ୍ଟେମ୍ବର ସକାଳ ୮ଟା ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମୋଟ ୭୯.୨ ମି.ମି. ବର୍ଷା ରେକର୍ଡ ହୋଇଛି। ଜିଲ୍ଲାର ହାରାହାରି ବର୍ଷା ୧୧.୩ ମି.ମି. ରହିଛି।
ମାଲକାନଗିରି ଜିଲ୍ଲାରେ ଜାରି ରହିଥିବା ପ୍ରବଳ ବର୍ଷା ସମୟରେ ଜନସାଧାରଣଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସକାରାତ୍ମକ ପଦକ୍ଷେପ ନିଆଯାଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ମାଲକାନଗିରି, କାଲିମେଲା, ମାଥିଲି, ମୋଟୁ, ଚିତ୍ରକୋଣ୍ଡା ଏବଂ ଖଇରପୁଟ ଭଳି ୬ଟି ବ୍ଲକର ୫୮ଟି ଗ୍ରାମ ପ୍ରଭାବିତ ହୋଇଛି । ସୁବ୍ୟବସ୍ଥିତ ଉଦ୍ଧାର କାର୍ଯ୍ୟ ଜରିଆରେ ବିପଦସଙ୍କୁଳ ଅଞ୍ଚଳରୁ ୧,୧୫୪ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ୮ଟି ବିପଦମୁକ୍ତ ଆଶ୍ରୟ କେନ୍ଦ୍ରରେ ରଖାଯାଇଛି ।
ମାଲକାନଗିରି : ବିଳମ୍ବିତ ରାତିରେ ପୋଟେରୁ ଓ ଚମ୍ପାଖାରି ଅଞ୍ଚଳ ଗସ୍ତ କରି ବନ୍ୟାଜଳ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧ୍ୟକ୍ଷ। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପୋଲ ନିକଟରେ ୨୪ ଘଣ୍ଟିଆ ନଜର ରଖିବାକୁ NH ଅଧିକାରୀ ଓ କର୍ମଚାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ପ୍ରବଳ ବର୍ଷାରେ ଘର ଭାଙ୍ଗିଲା

ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି ପୌରପାଳିକା ଅନ୍ତର୍ଗତ ଭାଟିଶାଳଗୁଡ଼ା ଅଞ୍ଚଳରେ ଘର ଭାଙ୍ଗିଯାଇଥିବା ଖବର ମିଳିଛି। ତେବେ ପ୍ରଶାସନର ପୂର୍ବ ସଚେତନତା ଯୋଗୁଁ କୌଣସି ଜୀବନହାନି କିମ୍ବା ଲୋକଙ୍କର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି।
ବାତ୍ୟା ଓ ବନ୍ୟା ମଧ୍ୟରେ ଗର୍ଭବତୀଙ୍କୁ ନୂଆ ଜୀବନ

ପ୍ରବଳ ବର୍ଷା, ଅନ୍ଧାର ରାତି ଓ ପ୍ରବଳ ବନ୍ୟା ସ୍ରୋତ ମଧ୍ୟରେ ଜୀବନ ବଞ୍ଚାଇଲେ ODRAF ଯବାନ ।

<nis:link nis:type=tag nis:id=malkangiri nis:value=Malkangiri nis:enabled=true nis:link/>
ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର କେତେକ ଅଞ୍ଚଳରେ ଗଛ ପଡ଼ିଥିବା ଖବର ସାମ୍ନାକୁ ଆସିଛି। ରାସ୍ତା ଉପରେ ଗଛ ପଡ଼ିବା ଯୋଗୁଁ କେତେକ ସ୍ଥାନରେ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ରାସ୍ତା ଉପରେ ପଡ଼ିଥିବା ଗଛ କାଟି ହଟାଇବା ସହ ଯାତାୟାତ ସ୍ୱାଭାବିକ କରିଥିବା ମଧ୍ୟ ଖବର ରହିଛି।

<nis:link nis:type=tag nis:id=malkangiri nis:value=Malkangiri nis:enabled=true nis:link/>
ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ଅଛି। ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି : ଉପ ଜିଲ୍ଲାପାଳ

<nis:link nis:type=tag nis:id=heavyrainfall nis:value=HeavyRainfall nis:enabled=true nis:link/> <nis:link nis:type=tag nis:id=cyclonealeart nis:value=cyclonealeart nis:enabled=true nis:link/> <nis:link nis:type=tag nis:id=cyclonearnab nis:value=CycloneArnab nis:enabled=true nis:link/> <nis:link nis:type=tag nis:id=rainfallalert nis:value=rainfallalert nis:enabled=true nis:link/> <nis:link nis:type=tag nis:id=overflow nis:value=Overflow nis:enabled=true nis:link/> <nis:link nis:type=tag nis:id=potterubridge nis:value=potterubridge nis:enabled=true nis:link/>
ପୋଟେରୁ ଅଞ୍ଚଳରେ ପ୍ରତିବର୍ଷ ବର୍ଷା ଦିନରେ ଏଭଳି ସମସ୍ୟା ଉପୁଜୁଥିବା କହିଛନ୍ତି ପୋଟେରୁବାସୀ। ଅଧିକ ବର୍ଷା ହେଲେ ରାସ୍ତାଘାଟ ଓ ଯାତାୟାତ ପ୍ରଭାବିତ ହେବା ସହ ଦୈନନ୍ଦିନ ଜୀବନ ମଧ୍ୟ ବାଧାପ୍ରାପ୍ତ ହେଉଛି। ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।
ମାଲକାନଗିରି ଜିଲ୍ଲାରେ ବର୍ଷାର ପରିମାଣ ।
ଆଜି ୨୪ ସେପ୍ଟେମ୍ବର ୨୦୨୬ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲାର ବିଭିନ୍ନ ବ୍ଲକରେ ରେକର୍ଡ ହୋଇଥିବା ବର୍ଷା ପରିମାଣ

<nis:link nis:type=tag nis:id=malkangiri nis:value=Malkangiri nis:enabled=true nis:link/> <nis:link nis:type=tag nis:id=rainfall nis:value=Rainfall nis:enabled=true nis:link/> <nis:link nis:type=tag nis:id=weatherreport nis:value=WeatherReport nis:enabled=true nis:link/> <nis:link nis:type=tag nis:id=dailymalkangiri nis:value=DailyMalkangiri nis:enabled=true nis:link/> <nis:link nis:type=tag nis:id=malkangirinews nis:value=MalkangiriNews nis:enabled=true nis:link/>
ମାଲକାନଗିରି : ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଛି। ପଟେରୁ, କାଙ୍ଗୁରକୋଣ୍ଡା, ଏମ୍‌ଭି-୯୦ ଓ କନ୍ୟା ଆଶ୍ରମ ବ୍ରିଜ୍‌ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ସ୍ଥିତିର ଅନୁଧ୍ୟାନ ପାଇଁ ପ୍ରଶାସନିକ ଅଧିକାରୀମାନେ ବିଭିନ୍ନ ସ୍ଥାନରେ ପହଞ୍ଚିଛନ୍ତି।

<nis:link nis:type=tag nis:id=heavyrainfall nis:value=HeavyRainfall nis:enabled=true nis:link/> <nis:link nis:type=tag nis:id=cyclonealeart nis:value=cyclonealeart nis:enabled=true nis:link/> <nis:link nis:type=tag nis:id=cyclonearnab nis:value=CycloneArnab nis:enabled=true nis:link/> <nis:link nis:type=tag nis:id=rainfallalert nis:value=rainfallalert nis:enabled=true nis:link/> <nis:link nis:type=tag nis:id=overflow nis:value=Overflow nis:enabled=true nis:link/> <nis:link nis:type=tag nis:id=potterubridge nis:value=potterubridge nis:enabled=true nis:link/> <nis:link nis:type=tag nis:id=odishanewsupdate nis:value=odishanewsupdate nis:enabled=true nis:link/>
ଲଗାଣ ବର୍ଷାରେ କାଲିମେଳା କନ୍ୟା ଆଶ୍ରମ ପୋଲ ଉପରେ ମଧ୍ୟ ପାଣି, ଯାତାୟାତ ପ୍ରଭାବିତ।

<nis:link nis:type=tag nis:id=kalimela nis:value=Kalimela nis:enabled=true nis:link/> <nis:link nis:type=tag nis:id=arnab nis:value=Arnab nis:enabled=true nis:link/> <nis:link nis:type=tag nis:id=rain nis:value=Rain nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/>
କାଲିମେଲା : ଲଗାଣ ବର୍ଷାରେ କାଙ୍ଗୁରୁକୋଣ୍ଡା ପୋଲ ଉପରେ ପାଣି, ବଢ଼ିଲା ଯାତାୟାତ ସମସ୍ୟା।

<nis:link nis:type=tag nis:id=malkangiri nis:value=Malkangiri nis:enabled=true nis:link/> <nis:link nis:type=tag nis:id=arnab nis:value=Arnab nis:enabled=true nis:link/> <nis:link nis:type=tag nis:id=cyclone nis:value=Cyclone nis:enabled=true nis:link/>
ପ୍ରବଳ ବର୍ଷା ମଧ୍ୟରେ ବିଳମ୍ବିତ ରାତିରେ ସୁକମା ଛକ ପରିଦର୍ଶନ କଲେ ଜିଲ୍ଲାପାଳ

ମାଲକାନଗିରି ଜିଲ୍ଲାରେ ଜାରି ରହିଥିବା ପ୍ରବଳ ବର୍ଷା ପରିପ୍ରେକ୍ଷୀରେ ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀକାଳୀନ ବ୍ୟବସ୍ଥାର ତଦାରଖ ପାଇଁ ବିଳମ୍ବିତ ରାତିରେ ସୁକମା ଛକ ପରିଦର୍ଶନ କରିଥିଲେ ଜିଲ୍ଲାପାଳ। ଏହି ସମୟରେ ମାଲକାନଗିରି ଏସପି ଓ ସବ୍-କଲେକ୍ଟର ମଧ୍ୟ ଉପସ୍ଥିତ ରହିଥିଲେ।

କ୍ଷେତ୍ର ପରିଦର୍ଶନ ସମୟରେ ଅଧିକାରୀମାନେ ବର୍ଷାଜନିତ ସ୍ଥିତି, ଯାତାୟାତ ଓ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବା ସହ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି ଯାଞ୍ଚ କରିଥିଲେ। ପ୍ରବଳ ବର୍ଷା ସମୟରେ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ସ୍ଥିତି ଉପରେ ନଜର ରଖାଯାଇଥିଲା।