#ମାଲକାନଗିରିରେ_ଜାତୀୟ_ପ୍ରେସ୍_ଦିବସ_ପାଳିତ_ନୂତନ_କର୍ମକର୍ତ୍ତା_ଚୟନ ମାଲକାନଗିରି ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ; ଯୋଗଦେଲେ ବରିଷ୍ଠ ପ୍ରଶାସନିକ ଅଧିକାରୀ, ସାମ୍ବାଦିକତା ଓ ଗଣମାଧ୍ୟମ ସ୍ୱାଧୀନତା ଉପରେ ଆଲୋଚନା ସହ ନୂତନ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା। #Malkangiri #NationalPressDay #MUJ #PressFreedom #JournalistsUnion #OdishaNews #AdarshNewsLive