#ମୁଖ୍ୟମନ୍ତ୍ରୀଙ୍କ_ମନ୍ତବ୍ୟକୁ_ନେଇ_କଂଗ୍ରେସର_ତୀବ୍ର_ବିରୋଧ ମାଲକାନଗିରି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ଅସାମ୍ବିଧାନିକ କହି କଂଗ୍ରେସର ତୀବ୍ର ବିରୋଧ; ‘କଂଗ୍ରେସ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ଦେବା ଶିଖିନାହିଁ’ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ଅଭିଯୋଗ ଆଣିଲେ ଜିଲ୍ଲା କଂଗ୍ରେସ ପର୍ଯ୍ୟବେକ୍ଷକ ମୁନ୍ନା ତ୍ରିପାଠୀ। #Malkangiri #Congress #MunnaTripathi #CMVisit #MohanMajhi #OdishaPolitics #OdishaNews #AdarshNewsLive